ETV Bharat / city

ଯୁକ୍ତଦୁଇ ବିଜ୍ଞାନରେ ଖରାପ ରେଜଲ୍ଟ; 15 କଲେଜକୁ କାରଣ ଦର୍ଶାଅ ନୋଟିସ - Show cause notice to 15 college

ଯୁକ୍ତଦୁଇ ବିଜ୍ଞାନରେ ଖରାପ ରେଜଲ୍ଟ କରିଥିବା 15 କଲେଜକୁ କାରଣ ଦର୍ଶାଅ ନୋଟିସ ପଠାଯାଇଛି । ଅଧିକ ପଢନ୍ତୁ...

ଯୁକ୍ତଦୁଇ ବିଜ୍ଞାନରେ ଖରାପ ରେଜଲ୍ଟ ; 15 କଲେଜକୁ କାରଣ ଦର୍ଶାଅ ନୋଟିସ

author img

By

Published : Aug 13, 2020, 1:20 PM IST

ଭୁବନେଶ୍ବର: ଯୁକ୍ତଦୁଇ ବିଜ୍ଞାନ ବିଭାଗରେ ଶୂନ ପ୍ରତିଶତ ରେଜଲ୍ଟ କରିଥିବା 15ଟି କଲେଜକୁ କାରଣ ଦର୍ଶାଅ ନୋଟିସ ଦିଆଯାଇଛି । ଗଣଶିକ୍ଷା ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି । ଏମାନଙ୍କ ମଧ୍ୟରେ ପ୍ରାୟ ଅଧିକାଂଶ ଘରୋଇ କଲେଜ ଥିବା ଜଣାପଡିଛି । ଏମାନଙ୍କ ମାନ୍ୟତା ପ୍ରତ୍ୟାହାର ସହ ନାମ ଲେଖା କାହିଁକି ବନ୍ଦ କରାନଯିବ ସେନେଇ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି ।

ଯୁକ୍ତଦୁଇ ବିଜ୍ଞାନରେ ଖରାପ ରେଜଲ୍ଟ ; 15 କଲେଜକୁ କାରଣ ଦର୍ଶାଅ ନୋଟିସ
ଯୁକ୍ତଦୁଇ ବିଜ୍ଞାନରେ ଖରାପ ରେଜଲ୍ଟ ; 15 କଲେଜକୁ କାରଣ ଦର୍ଶାଅ ନୋଟିସ

ସୂଚନା ଥାଉକି, ଚଳିତ ବର୍ଷ ଯୁକ୍ତଦୁଇ ବିଜ୍ଞାନରେ 70.21 ପ୍ରତିଶତ ରେଜଲ୍ଟ ହୋଇଛି । ସମୁଦାୟ 97, 377 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ 68,374 ଜଣ ପାସ କରିଛନ୍ତି । ଯେଉଁଥିରେ 25,339 ଜଣ ପ୍ରଥମ ଶ୍ରେଣୀରେ ପାସ କରିଛନ୍ତି । ସେହିପରି 20ଟି କଲେଜରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି । 15ଟି କଲେଜରେ ପାସ୍‌ ହାର ଶୂନ ପ୍ରତିଶତ ରହିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.