ETV Bharat / city

ଭଡାକାରରେ ଚାଲିଛି ଲୁଟ୍; କମିଶନରେଟ ପୋଲିସର ପର୍ଦ୍ଦାଫାଶ

କିଛିଦିନ ହେବ ଏକ ଗ୍ୟାଙ୍ଗ ରାଜଧାନୀରେ ବିଭିନ୍ନ ସ୍ଥାନରେ ସକ୍ରିୟ ରହିଛି । ଏହି ଗ୍ୟାଙ୍ଗ୍ ଏକ ସଂସ୍ଥାରୁ କାର ଭଡାରେ ଆଣି କରୁଛି ଲୁଟ୍ । ଯାହାର ପର୍ଦ୍ଦାଫାଶ କରିଛି ଖଣ୍ଡଗିରି ପୋଲିସ ।

author img

By

Published : Aug 20, 2019, 8:14 PM IST

ଭଡାରେ କାର୍‌ ନେଇ କରୁଥିଲେ ଲୁଟ୍

ଭୁବନେଶ୍ବର: ଦିନକୁ ଦିନ ରାଜଧାନୀରେ ବଢିବାରେ ଲାଗିଛି ଚୋରି ଡାକାୟତି ଭଳି ବିଭିନ୍ନ ଅପରାଧିକ ମାମଲା । ତେବେ କିଛିଦିନ ହେବ ଏକ ଗ୍ୟାଙ୍ଗ ରାଜଧାନୀରେ ବିଭିନ୍ନ ସ୍ଥାନରେ ସକ୍ରିୟ ରହିଛି । ଏହି ଗ୍ୟାଙ୍ଗ୍ ଏକ ସଂସ୍ଥାରୁ କାର ଭଡାରେ ଆଣି କରୁଛି ଲୁଟ୍ । ଯାହାର ପର୍ଦ୍ଦାଫାଶ କରିଛି ଖଣ୍ଡଗିରି ପୋଲିସ୍ ।

ଭଡାରେ କାର୍‌ ନେଇ କରୁଥିଲେ ଲୁଟ୍

ଏହି ଗ୍ୟାଙ୍ଗର ସଦସ୍ୟ ଲେଟସ୍‌ ରାଇଡ଼ ନାମକ ଏକ ସଂସ୍ଥା ପାଖରୁ ଭଡାରେ କାର ନେଇ କରୁଥିଲେ ଲୁଟ୍‌ । ଏକୁଟିଆ ବାଇକ ଆରୋହୀଙ୍କୁ ଏମାନେ କରୁଥିଲେ ଟାର୍ଗେଟ । ନୟାପଲ୍ଲୀ, ମଞ୍ଚେଶ୍ବର ଓ ଖଣ୍ଡଗିରି ଥାନା ଅଧୀନରେ ଏପରି ଲୁଟ୍ ବାରମ୍ବାର କରିଆସୁଥିଲେ ଏହି ଗ୍ୟାଙ୍ଗ। ତେବେ ବିଭିନ୍ନ ଅଞ୍ଚଳରୁ ଗ୍ୟାଙ୍ଗର ସଦସ୍ୟ ଲୁଟ୍ କରି ଅନ୍ୟତ୍ର ବିକ୍ରୀ କରୁଥିଲେ ଜିନିଷ । କିଛି ଦିନ ତଳେ ଲେଟସ୍‌ ରାଇଡ ସଂସ୍ଥା ପାଖରୁ ଏକ ସ୍କର୍ପିଓ ଭଡାରେ ଆଣିଥିଲେ ଲୁଟେରା। ଆଉ ରାତିରେ ଏକୁଟିଆ ଦେଖି କରୁଥିଲେ ଲୁଟ୍। ଏହି ସମୟରେ ଉକ୍ତ ଅଞ୍ଚଳରେ ଖଣ୍ଡଗିରି ପୋଲିସର ଯାଞ୍ଚ ସମୟରେ କମିଶନରେଟ ପୋଲିସ ହାତରେ ଧରାପଡିଥିଲା 5 ଜଣିଆ ଲୁଟେରା ଗ୍ୟାଙ୍ଗ ।

ଲୁଟେରାଙ୍କଠାରୁ ଏକ ସ୍କର୍ପିଓ, 4ଟି ବାଇକ୍‌ ଓ 5 ଟି ମୋବାଇଲ ଫୋନ ଜବତ କରିଛି ଖଣ୍ଡଗିରି ପୋଲିସ । ଏହାସହ ପାଞ୍ଚ ଜଣଙ୍କୁ ଗିରଫ କରି ପୋଲିସ୍ କୋର୍ଟ ଚାଲାଣ କରିଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ଭଡାରେ ନେଉଥିଲେ କାର, ରାତି ରେ କରୁଥିଲେ ଲୁଟ।

କିଛି ଦିନ ହେଲା ରାଜଧାନୀ ରେ ଚୋରି ଡାକାୟତି ଭଳି ବିଭିନ୍ନ ଅପରାଧ ଦେଖିବାକୁ ମିଳୁଛି। କିଛି ମାସ ହେଲା ଏକ ଗ୍ୟାଙ୍ଗ ରାଜଧାନୀ ରେ ବିଭିନ୍ନ ସ୍ଥାନରେ ସକ୍ରିତ ଥିଲେ। ଚୋରି ଲୁଟ ଭଳି ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହିଥାନ୍ତି। ଏକ ସଂସ୍ଥା ତରଫରୁ କାର ଗୁଡିକ ଭଡା ରେ ଆଣି ଏପରି ଅପାରାଧି ଘଟାଇ ଥାନ୍ତି।

Body:

ଦୀର୍ଘ ଦିନ ଧରି ରାଜଧାନୀ ରେ ବିଭିନ୍ନ ଥାନା ଅଧୀନରେ ରାତି ସମୟରେ ଲୁଟ ପାଟ କରିଆସୁଥିଲେ। ଏହି ଗ୍ୟାଙ୍ଗ ର ସଦସ୍ୟ ଲେଟସ ରାଇଡ଼ ନାମକ ଏକ ସଂସ୍ଥା ପାଖରୁ ଭଡା ରେ କାର ନେଇ କରୁଥିଲେ ଲୁଟପ ପାଟ। ଏକୁଟିଆ ବାଇକ ଆରୋହି ଙ୍କୁ ଦେଖି ଲୁଟ କରୁଥିଲେ। ନୟାପଲ୍ଲୀ, ମଞ୍ଚେଶ୍ୱର ଓ ଖଣ୍ଡଗିରି ଥାନା ଅଧୀନରେ ଏପରି ବାରମ୍ବାର ଲୁଟ କରିଆସୁଥିଲେ ଏହି ଗ୍ୟାଙ୍ଗ। ତେବେ ବିଭିନ ଅଂଚଳୁ ଏହି ଗ୍ୟାଙ୍ଗର ସଦସ୍ୟ ମାନେ ଲୁଟ କରି ଅନ୍ୟତ୍ର ବିକ୍ରି କରୁଥିଲେ ଲୁଟ ଜିନିଷ । କିଛି ଦିନ ତଳେ ଲେଟସ ରାଇଡ଼ ସଂସ୍ଥା ପାଖରୁ ଏକ ସ୍କରପିଓ ଭଡା ରେ ଆଣିଥିଲେ। ରାତି ରେ ଏକୁଟିଆ ଦେଖି ଲୁଟ କରୁଥିଲେ। ଏହି ସମୟରେ ଖଣ୍ଡଗିରି ପୋଲିସ ର ଛଡାଉ କରାଯାଇଥିଲା ଉକ୍ତ ଅଂଚଲରେ। ତେବେ କମିଶନରେଟ ପୋଲିସ ହାତରେ 5 ଜଣିଆ ଲୁଟେରା ଗ୍ୟାଙ୍ଗ ଧରାପଡିଥିଲା। ଏମାନଙ୍କ ରାଜଧାନୀ ଓ ଅନ୍ୟ ଜିଲ୍ଲାରେ କେଉଁଇଁ ଥାନାରେ ମାମଲା ରହିଛି ତାହା ତଦନ୍ତ ପରେ ଜଣାପଡିବ ବୋଲି ଭୁବନେଶ୍ବର ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି।

ଏମାନଙ୍କ ଠାରୁ ଏକ ସ୍କରପିଓ 4 ଟି ବାଇକ ଓ 5 ଟି ମୋବାଇଲ ଫୋନ ଜବତ କରିଛି ଖଣ୍ଡଗିରି ପୋଲିସ। ଏହି ପାଞ୍ଚ ଜଣଙ୍କୁ ଖଣ୍ଡଗିରି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.