ETV Bharat / city

ହାଜତ ମୃତ୍ୟୁ ଘଟଣାରେ ପୋଲିସର ପ୍ରତିକ୍ରିୟା: NHRCର ଗାଇଡଲାଇନ ଅନୁସାରେ ତଦନ୍ତ ଚାଲିଛି

author img

By

Published : Apr 18, 2022, 7:21 PM IST

ହାଜତ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କଲା ପୋଲିସ । ଏନଏଚଆରସିର ଗାଇଡ ଲାଇନ ଅନୁସାରେ ତଦନ୍ତ ଚାଲିଛି । ସେପଟେ ପୋଲିସ କହିଛି, ମୃତ ପ୍ରଦୀପ ସାହୁ ଜଣେ ପେଷାଦାର ଅପରାଧୀ ଏବଂ ଚୋରି ମାମଲାରେ ଗିରଫ କରାଯାଇଥିଲା । ଅଧିକ ପଢନ୍ତୁ

ହାଜତ ମୃତ୍ୟୁ ଘଟଣାରେ ପୋଲିସର ପ୍ରତିକ୍ରିୟା: ଏନଏଚଆରସିର ଗାଇଡ ଲାଇନ ଅନୁସାରେ ତଦନ୍ତ ଚାଲିଛି

ଭୁବନେଶ୍ବର: ହାଜତ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କଲା ପୋଲିସ । ଏନଏଚଆରସିର ଗାଇଡ ଲାଇନ ଅନୁସାରେ ତଦନ୍ତ ଚାଲିଛି । ଏନେଇ ତଦନ୍ତ କରୁଛନ୍ତି ତଦନ୍ତକାରୀ ଅଧିକାରୀ । ସେପଟେ ପୋଲିସ କହିଛି, ମୃତ ପ୍ରଦୀପ ସାହୁ ଜଣେ ପେଷାଦାର ଅପରାଧୀ ଏବଂ ଚୋରି ମାମଲାରେ ଗିରଫ କରାଯାଇଥିଲା ।

ତାଙ୍କୁ ଗିରଫ ପାଇଁ ଉଦ୍ୟମବେଳେ ସେ ଗଳିପଡ଼ିଥିବା ପୋଲିସ କହିଛି । ଯାହାଫଳରେ ସେ ଗୁରୁତର ହୋଇଯାଇଥିଲେ । ତେଣୁ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏଠାରେ ପ୍ରଶ୍ନ ଉଠେ, ଗୋଟିଏ ବ୍ୟକ୍ତି ଦୁଇଟି ପରିଚୟ। ପତ୍ନୀ ଗୋଟିଏ ପରିଚୟ ଦେଉଥିବାବେଳେ ପୋଲିସ ଆଉ ଗୋଟେ ପରିଚୟ ଦେଉଛି । ହେଲେ ଘଟଣା ହାଜତ ମୃତ୍ୟୁ ପଛରେ ଅବହେଳା କାହାର ? ଏନେଇ କଣ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେବ ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.