ETV Bharat / city

Laxmisagar Violence: ମୁଖ୍ୟ ଅଭିଯୁକ୍ତ ଶିଖର ଜେନା ଘରେ ପଶିଲା ପୋଲିସ - ରାଜଧାନୀରେ ରାଜନୈତିକ ଛକାପଞ୍ଝା

ରାଜଧାନୀରେ ରାଜନୈତିକ ଛକାପଞ୍ଝାକୁ ନେଇ ଶିଖର ଜେନାଙ୍କ ଘରେ ପଶି ପୋଲିସର ତନାଘନା ଜାରି । ଅଧିକ ପଢନ୍ତୁ

ରାଜଧାନୀରେ ରାଜନୈତିକ ଛକାପଞ୍ଝା, ଲକ୍ଷ୍ମୀସାଗର ଟାଣୁଆ ନେତାଙ୍କ ଘରେ ପୋଲିସ

author img

By

Published : Mar 15, 2022, 5:18 PM IST

ଭୁବନେଶ୍ବର: ରାଜଧାନୀରେ ରାଜନୈତିକ ହିଂସାକୁ ନେଇ ପୋଲିସ କଠୋର ଆଭିମୁଖ୍ୟ । ଶାସକ ଦଳର ଟାଣୁଆ ନେତାଙ୍କ ଘରେ ପଶିଲା ପୋଲିସ । ଲକ୍ଷ୍ମୀସାଗର ହିଂସାକାଣ୍ଡ ମାମଲାରେ ଥାନାରେ ଟାଣୁଆ ନେତା ଶିଖର ଜେନାଙ୍କ ନାଁରେ‌ ରହିଛି ମାମଲା । ଯାହାକୁ ନେଇ ଦଳ ବଦଳ ଧରି ପୋଲିସ ଘରେ ପହଞ୍ଚି କରୁଛି ତନାଘନା ।

ରାଜଧାନୀରେ ରାଜନୈତିକ ଛକାପଞ୍ଝା

ଶିଖର ଜେନା ସ୍ଥାନୀୟ କର୍ପୋରେଟରଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି । ପୋଲିସ ଶିଖରଙ୍କ ଘରେ ପହଞ୍ଚି ତନାଘନା ଆରମ୍ଭ କରିଛି । ଏନେଇ ଆଡିସିନାଲ ଡିସିପିଙ୍କ ନେତୃତ୍ବରେ 8ଟି ଗାଡିରେ କାଉଣ୍ଟର‌ଟେରୋରିଷ୍ଟ ସ୍କ୍ବାର୍ଡ, ସ୍ବତନ୍ତ୍ର ବନ୍ଧୁକଧାରୀ ପୋଲିସ ସହ , 3 ଇନସପେକ୍ଟରଙ୍କ ସହ 3 ଏସଆଇ ଲକ୍ଷ୍ମୀସାଗରରେ ବୁଲି ତନାଘନା ଚଳାଇଛନ୍ତି । ଏହି ଘଟଣାରେ ପୋଲିସ କହିଛି ଯେ ପଲଟିକାଲ ଟେନସନ ପାଇଁ ପାଟ୍ରୋଲିଂ ଚାଲିଛି । କିଛି ନିର୍ଦ୍ଦିଷ୍ଟ ଅଭିଯୋଗ ଆଧାରରେ ତଦନ୍ତ ଚାଲିଛି ବୋଲି କହିଛି ପୋଲିସ ।

Laxmisagar Violence: ମୁଖ୍ୟ ଅଭିଯୁକ୍ତ ଶିଖର ଜେନା ଘରେ ପଶିଲା କମିଶନରେଟ ପୋଲିସ

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.