ଭୁବନେଶ୍ବର: ଆସନ୍ତା ଅଗଷ୍ଟ ୧୫ ତାରିଖରେ ୧୦୦ପୋଲିସ କର୍ମଚାରୀ ପାଇବେ ମେଡାଲ। ଓଡ଼ିଶା ପୋଲିସ ପକ୍ଷରୁ ଜାରିହେଲା ଲିଷ୍ଟ ।



ସେମାନଙ୍କ ମଧ୍ୟରେ ରହିଛନ୍ତି କଟକର ନରସିଂହ ଭୋଇ(IPS), ବଲାଙ୍ଗୀରର କୁସାଲକର ନିତିନ ଡାଗ୍ଗୁ (IPS), କଳାହାଣ୍ଡିର Dr. ଲରଭଣା ବିବେକ(IPS), କଟକର ଅନିଲ କୁମାର ପାତ୍ର(OPS), ମାଲକାନଗିରିର ଦୁର୍ବାସା ନାୟକ, କଟକର ପ୍ରକାଶ କୁମାର ନାଇକ(OPS-1), ବୁର୍ଲାର ଶ୍ରୀପ୍ରସାଦ ତମାଙ୍ଗ ଇତ୍ୟାଦି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ