ETV Bharat / city

କୋଭିଡ ଯୋଦ୍ଧା ବ୍ରହ୍ମପୁର ଏଏସ୍‌ଆଇଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଡିଜିପି - Berhampur ASI Krushna chandra Mandal

ଟ୍ବିଟ କରି ସ୍ବର୍ଗତଃ କୃଷ୍ଣଚନ୍ଦ୍ର ମଣ୍ଡଳଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି ପୋଲିସ ଡିଜି ଅଭୟ ।

police-dp-abhay-paid-tribute-to-covid-warrior-berhampur-asi-krushna-chandra-mandal
କୋଭିଡ ଯୋଦ୍ଧା ବ୍ରହ୍ମପୁର ଏଏସ୍‌ଆଇଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପୋଲିସ ଡିଜି
author img

By

Published : Aug 1, 2020, 5:29 PM IST

Updated : Aug 1, 2020, 7:03 PM IST

ଭୁବନେଶ୍ବର: କୋଭିଡ ଯୋଦ୍ଧାଙ୍କୁ ପୋଲିସ ଡିଡିଙ୍କ ସମ୍ମାନ । କୋରୋନା ଲଢେଇରେ ପ୍ରାଣ ହରାଇଥିବା ବ୍ରହ୍ମପୁର ଏଏସ୍‌ଆଇଙ୍କୁ ସମ୍ମାନ ଜଣାଇଲେ ପୋଲିସ ଡିଜି ଅଭୟ । ଟ୍ବିଟ କରି ସ୍ବର୍ଗତଃ କୃଷ୍ଣଚନ୍ଦ୍ର ମଣ୍ଡଳଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି ପୋଲିସ ଡିଜି ଅଭୟ ।

police-dp-abhay-paid-tribute-to-covid-warrior-berhampur-asi-krushna-chandra-mandal
କୋଭିଡ ଯୋଦ୍ଧା ବ୍ରହ୍ମପୁର ଏଏସ୍‌ଆଇଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପୋଲିସ ଡିଜି

ଉଲ୍ଲେଖଥାଉ କି, ଗତ ଶୁକ୍ରବାର ବ୍ରହ୍ମପୁର ସହରର କାର୍ଯ୍ୟରତ କୋଭିଡ୍ ଯୋଦ୍ଧା ପୋଲିସ ଏଏସ୍‌ଆଇ କୃଷ୍ଣଚନ୍ଦ୍ର ମଣ୍ଡଳଙ୍କ ଦେହାନ୍ତ ଘଟିଥିଲା । ସ୍ବର୍ଗତଃ ମଣ୍ଡଳଙ୍କୁ ୫୮ବର୍ଷ ବୟସ ହୋଇଥିବା ବେଳେ ସେ ସହରର ଟ୍ରାଫିକ ଥାନାରେ ଏଏସ୍‌ଆଇ ଭାବେ କାର୍ଯ୍ୟରତ ଥିଲେ ।

ଗତ ୨୨ ତାରିଖରେ ତାଙ୍କର ସ୍ବାବ ସଂଗ୍ରହ କରାଯାଇଥିଲା । ପରେ ୨୫ ତାରିଖରେ କୋରୋନା ପଜିଟିଭ୍‌ ରିପୋର୍ଟ ଆସିବା ପରେ ତାଙ୍କୁ ବ୍ରହ୍ମପୁର ଉପକଣ୍ଠ ଶୀତଳାପଲ୍ଲୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 1, 2020, 7:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.