ETV Bharat / city

ଏଥର ଏମିତି ହେବ ଦଶହରା ସେଲିବ୍ରେସନ, ପୋଲିସ କମିଶନର ଦେଲେ ନିର୍ଦ୍ଦେଶ - dussera celebration in twin city

ସରକାରଙ୍କ ଅଗଷ୍ଟ ୯ ତାରିଖ କଟକଣା ଅନୁସାରେ ହେବ ପୂଜା ସେଲିବ୍ରେସନ। ଏଥିପାଇଁ ସ୍ଥାନୀୟ ପ୍ରଶାସନର ରହିବ କଟକଣା । ଜନସାଧାରଣ ସେହି ଅନୁସାରେ ପୂଜା ପାଳିବାକୁ କହିଛନ୍ତି ପୋଲିସ କମିଶନର। ଅଧିକ ପଢନ୍ତୁ...

ଏଥର ଦଶହରା‌ ସେଲିବ୍ରେସନ: ଇନଡୋର ନାଇଟ ଲାଇଟ ଫ୍ୟାଶନର ନିର୍ଦ୍ଦେଶ

author img

By

Published : Oct 9, 2021, 8:39 PM IST

ଭୁବନେଶ୍ବର: ସରକାରଙ୍କ ଅଗଷ୍ଟ ୯ ତାରିଖ କଟକଣା ଅନୁସାରେ ହେବ ପୂଜା ସେଲିବ୍ରେସନ। ଏଥିପାଇଁ ସ୍ଥାନୀୟ ପ୍ରଶାସନର ରହିବ କଟକଣା । ଜନସାଧାରଣ ସେହି ଅନୁସାରେ ପାଳନ କରିବାକୁ କହିଛନ୍ତି ପୋଲିସ କମିଶନର। ଦୈତ ନଗରୀରେ ଇନଡୋର ନାଇଟ ଲାଇଟ ଫ୍ୟାଶନରେ ପୂଜା ସେଲିବ୍ରେଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏଥର ଦଶହରା‌ ସେଲିବ୍ରେସନ: ଇନଡୋର ନାଇଟ ଲାଇଟ ଫ୍ୟାଶନର ନିର୍ଦ୍ଦେଶ

ନିୟମାବଳି ଅନୁସାରେ ପୂଜା ମଣ୍ଡପରେ ଡାକବାଜି ଯନ୍ତ୍ର ମନା ସହିତ ଡିଜେ ବା ମ୍ୟୁଜିକାଲ ପୋଗ୍ରାମ ମନା । ପ୍ରୋସେସନ ଓ ବିସର୍ଜନ ଲୋକାଲ ଆଡମିନଷ୍ଟ୍ରେସନ ଅନୁସାରେ ନିୟମ ପାଳିବାକୁ ନିର୍ଦ୍ଦେଶ ରହିଛି। ସାମାଜିକ ଦୂରତା ସହ କୋଭିଡ କଟକଣାରେ ପାଳନ କରିବା ନେଇ ମଧ୍ୟ ନିର୍ଦ୍ଦେଶ ରହିିଛି । ଲାଇଟ ଲଗାଇବାରେ କଟକଣା ନାହିଁ କିନ୍ତୁ, ମଣ୍ଡପ ଭିତରେ ଏହି ନିୟମ ରହିଛି। ୧୧ ତାରିଖ ରାତି ୮ଟାରୁ ଲାଗୁ ରହିବ କର୍ଫ୍ୟୁ । ଏଥିପାଇଁ କଡାକଡି ହେବ ପୋଲିସ କଡା ପ୍ରହରା ଓ ପାଟ୍ରୋଲିଂ। ଜୀବନ ଆଗ ପାର୍ବଣ ପଛ ବୋଲି ଦୈତନଗରି ବାସିଙ୍କୁ ନିୟମ ପାଳିବାକୁ ଅନୁରୋଧ କରିଛନ୍ତି ପୋଲିସ କମିଶନର । ଅପରାଧ ଓ ଅପରାଧି ନିୟନ୍ତ୍ରଣ ପାଇଁ ଅନେକ ପେଶାଦାର ଅପରାଧିଙ୍କୁ ଗିରଫ କରାଯାଇଛି ବୋଲି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.