ETV Bharat / city

ଧରାପଡିଲା IASଙ୍କ ଲାପଟପ ଚୋର - କମିସନରେଟ ପୋଲିସ

କମିସନରେଟ ପୋଲିସ ହାତରେ ଧରାପଡିଲେ ଲାପଟପ ଲୁଟେରା । ଅଗଷ୍ଟ ୨୪ ତାରିଖରେ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ରଘୁ ଜୀଙ୍କ ଲାପଟପ କରିଥିଲେ ଚୋରି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 17, 2019, 10:17 PM IST

ଭୁବନେଶ୍ବର: ଧରାପଡିଲା ଚୋର, ମିଳିଲା ଲାପଟପ । ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ରଘୁ ଜୀଙ୍କ ଲାପଟପ ଜବତ କରିଛି କମିସନରେଟ ପୋଲିସ । ଅଗଷ୍ଟ ୨୪ ତାରିଖରେ ନୟାପଲ୍ଲୀ ସ୍ଥିତ କ୍ବାର୍ଟର ନମ୍ବର 4R/10ରୁ ଆଇଏଏସଙ୍କ ଲାପଟପ ଚୋରି କରିଥିଲେ ୪ ଅଭିଯୁକ୍ତ । ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ବେଳେ 3ଜଣ ଅଭିଯୁକ୍ତକୁ ଗିରଫ କରିଛି କମିସନରେଟ ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଅଭିଯୁକ୍ତ ମାନେ ହେଲେ ସମୀର ପ୍ରଧାନ, କାର୍ତ୍ତୀକ ସେଠି, ଦିନେଶ କୁମାର ଗୁପ୍ତା । ତେବେ ସେମାନଙ୍କ ଠାରୁ ଦୁଇଟି ଲାପଟପ ଜବତ କରାଯାଇଥିବା ବେଳେ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏମାନଙ୍କ ମଧ୍ୟରେ ଜଣେ ସ୍କ୍ରାପ ବ୍ୟବସାୟୀ ବୋଲି ଜଣାପଡିଛି । ତେବେ ଚୋରି ସମୟରେ ଆଇଏଏସଙ୍କ ଲାପଟପ ସହ ଘଣ୍ଟା ଓ କିଛି ଅଳଙ୍କାର ମଧ୍ୟ ଚୋରି ହୋଇଥିଲା ବୋଲି ସୂଚନା ରହିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଧରାପଡିଲା ଆଇଏଏସଙ୍କ ଲାପଟପ ଚୋରBody:

ଧରାପଡିଲା ଚୋର। ମିଳିଲା ଲ୍ଯାପଟପ।ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦେଶକ ରଘୁ ଜିଙ୍କ ଲ୍ଯାପଟପ ଜବତ କରିଛି କମିସନରେଟ ପୋଲିସ।ଅଗଷ୍ଟ ୨୪ ତାରିଖରେ ନୟାପଲ୍ଲି ସ୍ଥିତ କ୍ବାଟର ନମ୍ବର 4R/10ରୁ ଆଇଏଏସ ଙ୍କ ଲ୍ଯାପଟପ ଚୋରି କରିଥିଲେ ୪ ଅଭିଯୁକ୍ତ।ସେମାନଙ୍କ ମଧ୍ଯରୁ ଜଣେ ନାବାଳକ ଥିବା ବେଳେ ୩ଜଣ ଅଭିଯୁକ୍ତକୁ ଗିରଫ କରିଛି କମିସନରେଟ ପୋଲିସ।ଅଭିଯୁକ୍ତ ମାନେ ହେଲେ ସମିର ପ୍ରଧାନ,କାର୍ତିକ ସେଠି,ଦିନେଶ କୁମାର ଗୁପ୍ତା।ତେବେ ସେମାନଙ୍କ ଠାରୁ ଦୁଇଟି ଲ୍ଯାପଟପ ଜବତ କରାଯାଇଥିବା ବେଳେ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।ଏମାନଙ୍କ ମଧ୍ଯରେ ଜଣେ ସ୍କ୍ରାପ ବ୍ଯବସାୟୀ ବୋଲି ଜଣାପଡିଛି।ତେବେ ଚୋରି ସମୟରେ ଆଇଏଏସଙ୍କ ଲ୍ଯାପଟପ ସହ ଘଣ୍ଟା ଓ କିଛି ଅଳଙ୍କାର ମଧ୍ଯ ଚୋରି ହୋଇଥିଲା।
Conclusion:ବାଇଟ-ଅନୁପ ସାହୁ,ଡିସିପି ଭୁବନେଶ୍ବର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.