ETV Bharat / city

ଆବାସ କେଳେଙ୍କାରୀ, ପୁଣି ହେବ ସାନି ଯାଞ୍ଚ

author img

By

Published : Nov 16, 2019, 3:03 AM IST

ଯୋଗ୍ୟଙ୍କୁ ମିଳିବ ଘର ,ବାଦ ପଡିବେ ଅଯୋଗ୍ୟ । ଆବାସ କେଳେଙ୍କାରୀ ସାମ୍ନାକୁ ଆସିବା ସରକାର ଆଉ ଥରେ ସାନି ଯାଞ୍ଚ ନେଇ ପଞ୍ଚାୟତିରାଜ ସଚିବଙ୍କୁ ଚିଠି ଲେଖିଛନ୍ତି ।

ପ୍ରତିକାତ୍ମକ ଫଟୋ

ଭୁବନେଶ୍ବର: ଆବାସ ଯୋଜନାରେ ମହାଦୁର୍ନୀତି । ଥିବା ଲୋକଙ୍କୁ ମିଳୁଛି ଘର । ହେଲେ ନଥିଲା ଲୋକଙ୍କୁ କିଛି ନାହିଁ । ଏହି କେଳେଙ୍କାରୀ ସାମ୍ନାକୁ ଆସିବା ପରେ ଚେତିଛନ୍ତି ରାଜ୍ୟ ସରକାର । ଏଥିପାଇଁ ପୁଣିଥରେ ସାନି ଯାଞ୍ଚ କରିବାକୁ ପଞ୍ଚାୟତରାଜ ସଚିବଙ୍କୁ ଚିଠି ଲେଖିଛନ୍ତି ।

pm abas jojana corruption, again verified the  beneficiaries list
ଆବାସ ତାଲିକାର ହେବ ସାନି ଯାଞ୍ଚ

ଆବାସ ଯୋଜନା ତାଲିକାରୁ ବାଡ଼ ପଡିଛନ୍ତି ଯୋଗ୍ୟ ହିତାଧିକାରୀ । ଏପଟେ ଯେଉଁମାନେ ପୂର୍ବରୁ ଘର ପାଇଁଛନ୍ତି ସେମାନଙ୍କୁ ପୁଣିଥରେ ତାଲିକାରେ ଯୋଗ୍ୟ ବୋଲି ସାମିଲ କରାଯାଇଛି । ଏ ସମ୍ବନ୍ଧରେ ଅଭିଯୋଗ ହେଲା ପରେ ଆବାସ କେଳଙ୍କାରୀରର କଳାଚିଠା ସାମ୍ନାକୁ ଆସିଥିଲା । ଏହାକୁ ଦୃଷ୍ଟିରେ ରଖି ସରକାର ପୁନଃ ଯାଞ୍ଚ କରିବାକୁ ସ୍ଥିର କରିଛନ୍ତି । ଏହା ଅନୁଯାୟୀ ଯେଉଁମାନେ ଆବାସ ଯୋଜନାରେ ଘର ପାଇଛନ୍ତି ସେମାନଙ୍କୁ ତାଲିକାରୁ ବାଦ ଦିଆଯିବ । ଏଥିସହ ପୁରୁଣା ତାଲିକାର ସଂଶୋଧନ ହେବ। ସ୍ବଚ୍ଛତା ରଖିବା ଉପରେ ଗୁରୁତ୍ବ ଦିଆଯାଇଛି ।

ଯେଉଁ ଅଫିସର ମୂଳ ସର୍ଭେ କରିଥିଲେ ସେମାନଙ୍କୁ ପୁଣି ସଂଶୋଧନ ଦାୟିତ୍ବ ଦିଆଯିବ । ସେହିରି ଅନ୍ୟ ବ୍ଳକ ଅଧିକାରୀ 10 ପ୍ରତିଶତ ସମ୍ପୁଲ ଯାଞ୍ଚ କରିବେ । DRDA ପ୍ରକଳ୍ପ ନିର୍ଦ୍ଦେଶକ ଏନେଇ ଖସଡ଼ା ପ୍ରସ୍ତୁତ କରିବେ । ନଭେମ୍ବର 30 ସୁଦ୍ଧା ଆସିବ ଚୂଡାନ୍ତ ତାଲିକା, ଡିସେମ୍ବର 15 ସୁଦ୍ଧା ସମ୍ପୁଲ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଆବାସ କେଲେଙ୍କାରୀ ପରେ ଚେତିଳେ ସରକାର। ଆଉଥରେ ସାନି ଯାଂଚ କରିବାକୁ ଚଠି ଲେଖିଛନ୍ତି ପଞ୍ଚାୟତିରାଜ ସଚିବ। ଯେଉଁମାନେ ଯୋଗ୍ୟ ହିତାଧିକାରୀ ଏବଂ ସେମାନଙ୍କୁ ତାଲିକାରୁ ବାଡ଼ ପଡିଛନ୍ତି ତାଙ୍କୁ ସାମିଲ କରିବାକୁ ଜୋର ଦିଆଯାଇଛି। ଅତୀତରେ ଯେଉଁମାନେ ଆବାସ ଯୋଜନାରେ ଘର ପାଇଛନ୍ତି ସେମାନଙ୍କୁ ତାଲିକାରୁ ବାଦ ଦିଆଯିବ। ସେମାନେ ଘର କରିଥାନ୍ତୁ କି ନାହିଁ ସେମାନେ ବାଦ ପଡିବେ। ପୁରୁଣା ତାଲିକାର ସଂଶୋଧନ ହେବ। ସ୍ୱଚ୍ଛତା ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି। ଯେଉଁ ଅଫିସର ମୂଳ ସର୍ଭେ କରିଥିଲେ ସେମାନଙ୍କୁ ପୁଣି ସଂଶୋଧନ ଦାୟିତ୍ୱ ଦିଆଯିବ। 10 ପ୍ରତିଶତ ସମ୍ପୁଲ ଯାଂଚ କରିବେ ଅନ୍ୟ ବ୍ଳକର ଅଧିକାରୀ। DRDA ପ୍ରକଳ୍ପ ନିର୍ଦ୍ଦେଶକ ଏନେଇ ଖସଡ଼ା ପ୍ରସ୍ତୁତ କରିବେ। ନଭେମ୍ବର 30 ସୁଦ୍ଧା ଆସିବ ଚୂଡାନ୍ତ ତାଲିକା, ଡିସେମ୍ବର 15 ସୁଦ୍ଧା ସମ୍ପୁଲ ଯାଂଚ ପ୍ରକ୍ରିୟା ଶେଷ ହେବା।Body:KConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.