ETV Bharat / city

ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ଉପସ୍ଥାନର ଦୈନିକ ତଥ୍ୟ ରଖିବେ ସରକାର - govt portal

ଯୁକ୍ତ ଦୁଇ ପିଲାଙ୍କ କ୍ଳାସରେ ଉପସ୍ଥାନର ଦୈନିକ ତଥ୍ୟ ରଖିବେ ସରକାର। ଏନେଇ ଜୁନିୟର କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଚିଠି କରିଛନ୍ତି । ଅଧିକ ପଢନ୍ତୁ...

Plus two student attendance will be uploaded in govt portal
ଯୁକ୍ତ ଦୁଇ ପିଲାଙ୍କ ଉପସ୍ଥାନର ଦୈନିକ ତଥ୍ୟ ରଖିବେ ସରକାର
author img

By

Published : Jul 27, 2021, 10:43 PM IST

ଭୁବନେଶ୍ବର: ଯୁକ୍ତ ଦୁଇ ପିଲାଙ୍କ ଉପସ୍ଥାନର ଦୈନିକ ତଥ୍ୟ ରଖିବେ ସରକାର। ଯୁକ୍ତ ଦୁଇ ପିଲାଙ୍କ କ୍ଳାସରେ ଉପସ୍ଥାନର ଦୈନିକ ତଥ୍ୟ ରଖିବେ ସରକାର। ଏନେଇ ଜୁନିୟର କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଚିଠି କରିଛନ୍ତି ।

Plus two student attendance will be uploaded in govt portal
ଯୁକ୍ତ ଦୁଇ ପିଲାଙ୍କ ଉପସ୍ଥାନର ଦୈନିକ ତଥ୍ୟ ରଖିବେ ସରକାର

ଏଣିକି ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ କ୍ଳାସରେ ଉପସ୍ଥାନର ସମସ୍ତ ତଥ୍ୟ ରଖିବେ ସରକାର। ଦୈନିକ ଅପରାହ୍ନ 4 ଟା ସୁଦ୍ଧା ଅନଲାଇନରେ ତଥ୍ୟ ଅପଲୋଡ଼ କରିବାକୁ ନିର୍ଦେଶ ଦିଆଯାଇଛି। ଏଥିରେ ଖିଲାପ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚିଠିରେ ଉଲ୍ଲେଖ। ଏନେଇ ରାଜ୍ୟରେ ଥିବା ଏସମସ୍ତ ଜୁନିୟର କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଚିଠି।

ସୂଚନା ଅନୁଯାୟୀ, ରାଜ୍ୟରେ କରୋନା କଟକଣା ମଧ୍ୟରେ ଖୋଲିଛି ଯୁକ୍ତ ଦୁଇ କଲେଜ। ଅନଲାଇନରେ ପାଠପଢାରେ ବିଭିନ୍ନ ସମସ୍ୟା ହେଉଥିବା ବେଳେ ଅଫଲାଇନରେ କ୍ଳାସ କରିବାକୁ ନିସ୍ପତି ନିଆଯାଇଛି। ତେବେ ଏହି ଅଫଲାଇନ କ୍ଳାସରେ କେତେ ପିଲା କ୍ଳାସରେ ଉପସ୍ଥିତ ରହୁଛନ୍ତି ତାହା କଲେଜ ପ୍ରତ୍ୟେକ ଦିନ 4 ଟା ସୁଦ୍ଧା ରିପୋର୍ଟ ଦେଵ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.