ଭୁବନେଶ୍ବର: ସେପ୍ଟେମ୍ୱର ୨୯ରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ +୩ କଳା, ବାଣିଜ୍ୟ ଓ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ ହେବ ଷଷ୍ଠ ସେମିଷ୍ଟାର ପରୀକ୍ଷା। ଅକ୍ଟୋବର ୩ରେ ଶେଷ ହେବ ପରୀକ୍ଷା।

ସମସ୍ତ ଥିଓରି ପେପର ପାଇଁ ୧ ଘଣ୍ଟିଆ ପରୀକ୍ଷା ବ୍ୟବସ୍ଥା। ୧ ଘଣ୍ଟାରେ OMR ବେସ୍ଡ ମଲ୍ଟିପୁଲ ଚଏସ ଥିଓରୀ ପରୀକ୍ଷା ହେବା ନେଇ ସୂଚନା ପ୍ରଦାନ କରାଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ