ETV Bharat / city

ପ୍ରକାଶ ପାଇଲା +୨ ଅଫଲାଇନ ରେଜଲ୍ଟ, ପାସହାର ୬୮.୬୬%

author img

By

Published : Nov 20, 2021, 8:12 AM IST

Updated : Nov 20, 2021, 4:04 PM IST

ଆଜି ପ୍ରକାଶ ପାଇଲା ଯୁକ୍ତ ୨ ଅଫଲାଇନ ରେଜଲ୍ଟ । ପାସହାର ୬୮.୬୬ ପ୍ରତିଶତ । ଛାତ୍ରଙ୍କ ତୁଳନାରେ ଛାତ୍ରୀ ଆଗୁଆ । ଅଧିକ ପଢନ୍ତୁ

ଆଜି ପ୍ରକାଶ ପାଇବ +୨ ଅଫଲାଇନ ରେଜଲ୍ଟ
ଆଜି ପ୍ରକାଶ ପାଇବ +୨ ଅଫଲାଇନ ରେଜଲ୍ଟ

ଭୁବନେଶ୍ବର: ଆଜି ପ୍ରକାଶ ପାଇଲା ଯୁକ୍ତ ୨ ଅଫଲାଇନ ପରୀକ୍ଷା ଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦିନ ୧୧ଟା ରେଜଲ୍ଟ ପ୍ରକାଶ କରାଯାଇଛି । ପରୀକ୍ଷାରେ ପାସହାର ୬୮.୬୬ ପ୍ରତିଶତ ରହିଛି । ଛାତ୍ରଙ୍କ ତୁଳନାରେ ଛାତ୍ରୀ ଆଗୁଆ ଅଛନ୍ତି । ଛାତ୍ରୀଙ୍କ ପାସହାର ୬୭.୭୬ ପ୍ରତିଶତ ଥିବାବେଳେ ଛାତ୍ରଙ୍କ ପାସହାର ୬୨.୭୧ ପ୍ରତିଶତ ରହିଛି । ମୋଟ ୧୨,୩୨୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୮,୪୬୦ ଜଣ ପାସ୍ କରିଛନ୍ତି । www. orissaresults.nic.in ୱେବସାଇଟରେ ଅଫଲାଇନ ରେଜଲ୍ଟ ଉପଲବ୍ଧ ହୋଇଛି ।

ପ୍ରକାଶ ପାଇଲା +୨ ଅଫଲାଇନ ରେଜଲ୍ଟ, ପାସହାର ୬୮.୬୬%

ଅକ୍ଟୋବର 1 ରୁ 11 ତାରିଖ ଯାଏଁ ଅଫଲାଇନ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ରାଜ୍ୟର 13 ହଜାର 43 ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜିକରଣ କରିଥିଲେ ଏବଂ ୧୨ ହଜାରରୁ ଅଧିକ ପିଲା ପରୀକ୍ଷା ଦେଇଥିଲେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ ଓ ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Nov 20, 2021, 4:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.