ETV Bharat / city

ନିମନ୍ତ୍ରଣ ପତ୍ର: ବଦଳିଛି ପସନ୍ଦ, ବଦଳିନି ମାଧ୍ୟମ - ବାହାଘର କାର୍ଡ

ପୁଣି ଫେରିଛି ତାଳ ପତ୍ର କାର୍ଡ । ଆଧୁନିକ ଯୁଗରେ କାଗଜ ବଦଳରେ ତାଳପତ୍ର କାର୍ଡର କ୍ରେଜ ଏବେ ଦେଖିବାକୁ ମିଳିଛି । ଖାସ୍ କରି ସ୍ମାର୍ଟ ସିଟିରେ ଏହି କାର୍ଡର ଅଧିକ ଡିମାଣ୍ଡ ରହିଛି ।

ଡିଜାଇନ ଫଟୋ
author img

By

Published : Jun 19, 2019, 3:24 PM IST

ଭୁବନେଶ୍ବର: ବାହାଘର ହେଉ ଅବା ବ୍ରତଘର, ନିମନ୍ତ୍ରଣର ମାଧ୍ୟମ ପାଲଟେ ନିମନ୍ତ୍ରଣ ପତ୍ର । ଆଉ ଏହି ନିମନ୍ତ୍ରଣ ପତ୍ରର ରୂପ ମଧ୍ୟ ସମୟ ସହିତ ବଦଳୁଛି । ବର୍ତ୍ତମାନ ପେପର କାର୍ଡ଼ର ସ୍ଥାନ ନେଉଛି ତାଳପତ୍ର କାର୍ଡ । ନୂଆ ରୂପ, ନୂଆ ରଙ୍ଗରେ । କଲରଫୁଲ ଅନ୍ଦାଜରେ ମନ ମୋହୁଥିବା ତାଳପତ୍ର କାର୍ଡର ଚାହିଦା ମଧ୍ୟ ଢେର୍ ରହିଛି । ବଜାରରେ ଭଳିକି ଭଳି କାର୍ଡ ଉପଲବ୍ଧ ହେଉଥିବା ବେଳେ କମ୍ପିଟେଟିଭ୍ ମାର୍କେଟକୁ ଟକ୍କର ଦେବାକୁ ଫେରିଛି ତାଳପତ୍ର ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ପୁଣି ଫେରି ଆସିଛି ସେ ପୁରୁଣା ଦିନ । ତାଳପତ୍ରରେ କରାଯାଉଛି ନିମନ୍ତ୍ରଣ । ତାଳପତ୍ରକୁ ବିଭିନ୍ନ ସାଇଜରେ କଟାଯାଇ ବିଭିନ୍ନ ରଙ୍ଗ ବେରଙ୍ଗରେ ସଜାଯାଉଛି । ଗ୍ରାହକଙ୍କୁ ସୁହାଇଲା ଭଳି 15 ଟଙ୍କାରୁ 300 ଶହ ଟଙ୍କା ପର୍ଯ୍ୟନ୍ତ ଗୋଟିଏ କାର୍ଡର ଦର ରହିଛି । ସେପଟେ କେବଳ ନିମନ୍ତ୍ରଣର ମାଧ୍ୟମ ପାଲଟୁନି, ରାଜ୍ୟ ଐତିହ୍ୟକୁ ମଧ୍ୟ ବହନ କରେ ଏହି କାର୍ଡ । ସାଧାରଣତଃ ବାହାଘରକାର୍ଡକୁ ଲୋକେ ଫିଙ୍ଗି ଦେଉଥିବାବେଳେ ତାଳପତ୍ର କାର୍ଡକୁ ସାଇତି ରଖିଥାନ୍ତି ।

ହଜିଯାଇଥିବା ତାଳପତ୍ରକୁ ପୁଣି ଫେରାଇ ଆଣିଛି ଡିଜିଟାଲ ଯୁଗ । ପୁଣି ବଜାରରେ ବଢିଛି ତାଳପତ୍ରର ଚାହିଦା ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ଆସନ୍ତା ୨୧ ତାରିଖ ୩ଟା ୩୦  ବେଳେ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରିକ୍ଷା ଫଳ ।ଏନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।ମନ୍ତ୍ରୀ କହିଛନ୍ତି ଯେ ,ଗୀତ ଗୋବିନ୍ଦ ଭବନରେ ପରିକ୍ଷା ଫଳ ପ୍ରକାଶ ପାଇବ ।ଏହା ପରେ www.chseorrissa.nic.in ଫଳ ମଧ୍ୟ ଉପଲବ୍ଧ ହେବ ।ଚଳିତ ବର୍ଷ କଳାରେ ୨ଲକ୍ଷ ୩୫ହଜାର ୧୮୩ ଜଣ ଛାତ୍ରଛାତ୍ରୀ ପରିକ୍ଷା ଦେଇଥିବା ବେଳେ ।ବାଣିଜ୍ୟ ରେ ୨୭ ହଜାର ୨୭୮ ଜଣ ଛାତ୍ରଛାତ୍ରୀ ପରିକ୍ଷା ଦେଇଛନ୍ତି ।ସେହିପରି ଭଳି କେସନାଲ୍ ରେ ୮ହଜାର ୫୮ ଜଣ ଛାତ୍ରଛାତ୍ରୀ ପରିକ୍ଷା ଦେଇଛନ୍ତି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.