ETV Bharat / city

ପ୍ରକାଶ ପାଇଲା ପିପିଲି ଉପନିର୍ବାଚନ ସାନି ବିଜ୍ଞପ୍ତି

author img

By

Published : Apr 19, 2021, 11:26 AM IST

ପିପିଲି ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ସାନି ବିଜ୍ଞପ୍ତି । ନିଷ୍ପତ୍ତି ଅନୁସାରେ 26 ଏପ୍ରିଲରେ ପ୍ରାର୍ଥୀ ପତ୍ର ଦାଖଲ କରିବେ କଂଗ୍ରେସ ପ୍ରାର୍ଥୀ । 27ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ସେହିପରି 29 ତାରିଖରେ ନାମାଙ୍କନ ପ୍ରତ୍ୟାହାର ରହିଛି । ମେ 18ରେ ବାହାରିବ ଫଳାଫଳ । ଅଧିକ ପଢନ୍ତୁ...

pipili byelection
ପ୍ରକାଶ ପାଇଲା ପିପିଲି ଉପନିର୍ବାଚନ ସାନି ବିଜ୍ଞପ୍ତି

ଭୁବନେଶ୍ବର: ପିପିଲି ଉପ ନିର୍ବାଚନ ଲାଗି ଆଜି ସାନି ବିଜ୍ଞପ୍ତି ପ୍ରକାଶ ପାଇଛି । ପିପିଲି ଉପ ନିର୍ବାଚନ ନେଇ ସାନି ତାରିଖ ପରେ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏପ୍ରିଲ 26 ତାରିଖ ସୁଦ୍ଧାରେ ପ୍ରାର୍ଥୀ ପତ୍ର ଦାଖଲ କରିବ କଂଗ୍ରେସ ପ୍ରାର୍ଥୀ ।

ମେ 13 ରେ ମତଦାନ ସହ ମେ 18 ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ କରିବା ନେଇ ନିର୍ବାଚନ କମିଶନ ଅଫ ଇଣ୍ଡିଆ ନିର୍ଦ୍ଦେଶ ଦେଇଛନ୍ତି । ନିଷ୍ପତ୍ତି ଅନୁସାରେ 26 ଏପ୍ରିଲରେ ପ୍ରାର୍ଥୀ ପତ୍ର ଦାଖଲ କରିବେ କଂଗ୍ରେସ ପ୍ରାର୍ଥୀ । 27ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ସେହିପରି 29 ତାରିଖରେ ନାମାଙ୍କନ ପ୍ରତ୍ୟାହାର ଲାଗି ଧାର୍ଯ୍ୟ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ।

ଆଜିଠୁ 7 ଦିନ ଭିତରେ ନୂଆ ନୋମିନେଶନ ଫାଇଲ ହେବ । କେବଳ କଂଗ୍ରେସ ପ୍ରାର୍ଥୀ ନୋମିନେସନ ଫାଇଲ କରିବେ । ଉଭୟ ବିଜେପି ଆଶ୍ରିତ ପଟ୍ଟନାୟକ ଓ ବିଜେଡିରୁ ରୁଦ୍ରପ୍ରତାପ ମହାରଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସୂଚନାଥାଉକି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ନିର୍ବାଚନ ପ୍ରକ୍ରିୟାରେ ରୋକ ଲଗାଇଥିଲା ନିର୍ବାଚନ କମିସନ । ରିଟର୍ଣ୍ଣିଂ ଅଫିସରଙ୍କ ପାୱାର ବଳରେ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.