ETV Bharat / city

ପିପିଲି ଉପନିର୍ବାଚନ: ୩୦ ମାର୍ଚ୍ଚ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ - ରାଜ୍ୟ କଂଗ୍ରେସ

ପିପିଲି ଉପନିର୍ବାଚନ ପାଖେଇ ଆସୁଥିବାବେଳେ ମାର୍ଚ୍ଚ 30 ତାରିଖ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ । ସୂଚନା ଦେଲେ ପିସିସି ସଭାପତି । ଅଧିକ ପଢନ୍ତୁ...

ପିପିଲି ଉପନିର୍ବାଚନ :୩୦ ମାର୍ଚ୍ଚ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

author img

By

Published : Mar 24, 2021, 4:48 PM IST

ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଖେଇ ଆସୁଥିବାବେଳେ ମାର୍ଚ୍ଚ 30 ତାରିଖ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ । ଏନେଇ ପିସିସ ସଭାପତି ସୂଚନା ଦେଇଛନ୍ତି । ପିପିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ କୌଣସି ପାର୍ଥୀଙ୍କ ନାଁ ଚୂଡାନ୍ତ ହୋଇନଥିବା ବେଳେ 3 ଟି ନାଁ ବର୍ତ୍ତମାନ ସୁଦ୍ଧା ତାଲିକାରେ ରଖାଯାଇଛି । ଅଜିତ ମଙ୍ଗରାଜ, ପୂର୍ଣ ସ୍ବାଇଁ ଓ ନିଶିକାନ୍ତ ମିଶ୍ରଙ୍କ କଥା ବିଚାର କରୁଛି ଦଳ । ତେବେ ଏହି 3 ଜଣଙ୍କ ମଧ୍ୟରୁ ଜଣକୁ ନିର୍ବାଚନରେ ପ୍ରତିଦ୍ବନ୍ଦିତା ପାଇଁ ସୁଯୋଗ ମିଳିବା ନେଇ ସ୍ପଷ୍ଟ କରିଛନ୍ତି ନିରଞ୍ଜନ ।

http://1ପିପିଲି ଉପନିର୍ବାଚନ :୩୦ ମାର୍ଚ୍ଚ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ0.10.50.80:6060///finalout3/odisha-nle/finalout/24-March-2021/11139773_congresss.mp4

ତେବେ 30 ତାରିଖ ପୂର୍ବରୁ ପ୍ରାର୍ଥୀ ଘୋଷଣା ଶେଷ ହେବ । କେନ୍ଦ୍ର ଓ ରାଜ୍ୟରୁ 30 ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା କରାଯାଇଥିବା ମଧ୍ୟ ନିରଞ୍ଜନ ସୂଚନା ଦେଇଛନ୍ତି । ସାରା ଦେଶରେ କଂଗ୍ରେସର ଭୋଟ କମିଛି। ଆମେ ଜିତିବାକୁ ନିର୍ବାଚନ ଲଢ଼ିବୁ ବୋଲି କଂଗ୍ରେସ କହିଛି ।

ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.