ETV Bharat / city

‘ଲୋକଙ୍କ ସେବାରେ ନିଜକୁ କରିବୁ ନିୟୋଜିତ' - ହରେକୃଷ୍ଣ ସାହୁ

କିଏ ଉପାନ୍ତ ଇଲାକାରେ କାମ କରିବାର ସ୍ବପ୍ନ ରଖିଛି ତ ଆଉ କିଏ ଲୋକଙ୍କ ସହ ଯଡିତ ହୋଇ କାମ କରିବାକୁ ଇଚ୍ଛା ପ୍ରକାଶ କରୁଛି । ଅଧିକ ପଢନ୍ତୁ..

‘ଲୋକଙ୍କ ସେବାରେ ନିଜକୁ କରିବୁ ନିୟୋଜିତ'
‘ଲୋକଙ୍କ ସେବାରେ ନିଜକୁ କରିବୁ ନିୟୋଜିତ'
author img

By

Published : Jan 8, 2020, 4:39 AM IST

Updated : Jan 8, 2020, 11:46 AM IST

ଭୁବନେଶ୍ବର: କିଏ ଉପାନ୍ତ ଇଲାକାରେ କାମ କରିବାର ସ୍ବପ୍ନ ରଖିଛି ତ ଆଉ କିଏ ଲୋକଙ୍କ ସହ ଯଡିତ ହୋଇ କାମ କରିବାକୁ ଇଚ୍ଛା ପ୍ରକାଶ କରୁଛି । ଗତ 6 ତାରିଖ ବାହାରି ଥିବା ଓଡ଼ିଶା ପ୍ରଶାସନିକ ସେବା 2018ର ରେଜଲ୍ଟ ପରେ ଏହି ପରି ଆଶା ରଖିଛନ୍ତି ଦୁଇ ଓଏସ ମଧୁସ୍ମିତା ସାମଲ ଓ ହରେକୃଷ୍ଣ ସାହୁ ।

‘ଲୋକଙ୍କ ସେବାରେ ନିଜକୁ କରିବୁ ନିୟୋଜିତ'

ମଧୁସ୍ମିତାଙ୍କ ଘର ଯାଜପୁର ହୋଇ ଥିବାବେଳେ ହରେକୃଷ୍ଣଙ୍କ ଘର ରାଉରକେଲା । ବର୍ତ୍ତମାନ ଦୁହେଁ ଭୁବନେଶ୍ବରରେ ପାଠ ପଢୁଥିବାର କହିଛନ୍ତି । ମଧୁସ୍ମିତା 149 ର୍ୟାଙ୍କରେ ଥିବାବେଳେ ପିଲାଦିନରେ ପଢ଼ୁଥିବା ଜାଗା ନବରଙ୍ଗପୁରରେ କାମ କରିବାକୁ ପସନ୍ଦ ରଖିଛନ୍ତି । ଅନ୍ୟପଟେ ହରେକୃଷ୍ଣ 109 ର୍ୟାଙ୍କରେ ଥିବାବେଳେ ଆଗାମୀ ଦିନରେ ଲୋକଙ୍କ ସହ ଯୋଡି ହୋଇ କାମ କରିବାର ଇଚ୍ଛା ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Ready to air
କିଏ ଉପାନ୍ତ ଇଲାକା ରେ କାମ କରିବା ର ସ୍ୱପ୍ନ ରଖିଛି ତ ଆଉ କିଏ ଲୋକଙ୍କ ସହ ଯଡିତ ହୋଇ କାମ କରିବା କୁ ଇଚ୍ଛା। ଗତ 6 ତାରିଖ ବାହାରି ଥିବା ଓଡ଼ିଶା ପ୍ରଶାସନିକ ସେବା 2018 ର ରେଜଲ୍ଟ ପରେ ଏହି ପରି ଆଶା ରଖିଛନ୍ତି ଦୁଇ ଓ ଏସ ମଧୁସ୍ମିତା ସାମଲ ଓ ହରେକୃଷ୍ଣ ସାହୁ। ମଧୁସ୍ମିତା ନିଜ ଘର ଯାଜପୁର ହୋଇ ଥିବା ବେଳେ ହରେକୃଷ୍ଣ ଙ୍କ ଘର ରାଉରକେଲା ।ବର୍ତ୍ତମାନ ଦୁହେଁ ଭୁବନେଶ୍ୱର ରେ ପାଠ ପଢୁଥିବାର କହିଛନ୍ତି। ମଧୁସ୍ମିତା 149 ରେଙ୍କ ରେ ଥିବା ବେଳେ ପିଲା ଦିନ ରେ ପଢ଼ୁଥିବା ଜାଗା ନବରଙ୍ଗପୁର ରେ କାମ କରିଵା କୁ ପସନ୍ଦ ରଖିଛନ୍ତି। ଅନ୍ୟ ପଟେ ହରେକୃଷ୍ଣ 109 ରେଙ୍କ ରେ ଓ ଏସ ରେ ଥିବା ବେଳେ ଆଗାମୀ ଦିନ ରେ ଲୋକଙ୍କ ସହ ଯୋଡି ହୋଇ କାମ କରିବାର ଇଚ୍ଛା ପ୍ରକାଶ କରିଛନ୍ତି।

Body:Ready to air

ବାଇଟ ମଧୁସ୍ମିତା ସାମଲ
ବାଇଟ ହରେକୃଷ୍ଣ ସାହୁ

Conclusion:
Last Updated : Jan 8, 2020, 11:46 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.