ETV Bharat / city

କୋରୋନା ସଂକ୍ରମିତ ଟିକା ନେବା ପରେ ପ୍ରାୟ ୧୦ ବର୍ଷ ଯାଏଁ ନାହିଁ ସଂକ୍ରମଣ ଭୟ - Covid19 vaccination

ରିସର୍ଚ୍ଚ କହୁଛି କୋରୋନା ସଂକ୍ରମିତ ବ୍ୟକ୍ତି ଟିକା ନେବା ପରେ ପ୍ରାୟ ୧୦ ବର୍ଷ ଯାଏ ଏହି ସଂକ୍ରମଣ ଆକ୍ରାନ୍ତ କରିବ ନାହିଁ । ବର୍ତ୍ତମାନ ଭ୍ୟାକ୍ସିନର ମିକ୍ସିଂ କରିବା ପରେ ଇମ୍ୟୁନ ସିଷ୍ଟମ ଉପରେ ରିସର୍ଚ୍ଚ କରାଯାଉଛି । ଅଧିକ ପଢନ୍ତୁ...

People infected  coronavirus
କୋରୋନା ସଂକ୍ରମିତ ବ୍ୟକ୍ତି ଟିକା ନେବା ପରେ ପ୍ରାୟ ୧୦ ବର୍ଷ ସଂକ୍ରମଣ ଆକ୍ରାନ୍ତ କରିବ ନାହିଁ: ସ୍ବାସ୍ଥ୍ୟ ବିଶେଷଜ୍ଞ
author img

By

Published : Jun 1, 2021, 6:02 PM IST

ଭୁବନେଶ୍ବର: କୋରୋନା ସଂକ୍ରମିତ ବ୍ୟକ୍ତି ଟିକା ନେବା ପରେ ପ୍ରାୟ ୧୦ ବର୍ଷ ଯାଏ ଏହି ସଂକ୍ରମଣ ଆକ୍ରାନ୍ତ କରିବ ନାହିଁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ରିସର୍ଚ୍ଚ କହୁଛି କୋରୋନା ସଂକ୍ରମିତ ବ୍ୟକ୍ତି ଟିକା ନେବା ପରେ ପ୍ରାୟ ୧୦ ବର୍ଷ ଯାଏ ଏହି ସଂକ୍ରମଣ ଆକ୍ରାନ୍ତ କରିବ ନାହିଁ। ବର୍ତ୍ତମାନ ଭ୍ୟାକ୍ସିନର ମିକ୍ସିଂ କରିବା ପରେ ଇମ୍ୟୁନ ସିଷ୍ଟମ ଉପରେ ରିସର୍ଚ୍ଚ କରାଯାଉଛି।

କୋରୋନା ସଂକ୍ରମିତ ବ୍ୟକ୍ତି ଟିକା ନେବା ପରେ ପ୍ରାୟ ୧୦ ବର୍ଷ ସଂକ୍ରମଣ ଆକ୍ରାନ୍ତ କରିବ ନାହିଁ: ସ୍ବାସ୍ଥ୍ୟ ବିଶେଷଜ୍ଞ

ବର୍ତ୍ତମାନ ଯାଏ ଦେଶର କେତେ ସ୍ଥାନରେ ଭୁଲବଶତଃ ଏଭଳି ହୋଇଛି ତାହା କୌଣସି ପ୍ରତିକ୍ରିୟା ଦେଖାଦେଇନାହିଁ । ଆଗାମୀ ସମୟରେ ଆମେରିକାର କେତେକ ଔଷଧ କମ୍ପାନୀ ଜୋରଦାର ଉଦ୍ୟମ କରୁଛନ୍ତି ଫଳରେ ୨ ରୁ ୩ ମାସ ମଧ୍ୟରେ ଔଷଧ ବାହାରିବା ସମ୍ଭାବନା ରହିଛି । ରାଜ୍ୟରେ ଯେତିକି ମୃତ୍ୟୁ ସଂଖ୍ୟା ବାହାରିଛି ତାହା ୨ ସପ୍ତାହ ତଳର। ଯେତେବେଳେ ନିୟମିତ ୧୧ ହଜାର ସଂକ୍ରମିତ ବାହାରୁଥିଲେ ସେତେବେଳେ ଏହି ରୋଗୀଙ୍କ ମୃତ୍ୟୁ ଘଟିଛି। ସୁପର ସ୍ପ୍ରେଡର କାର୍ଯ୍ୟକଳାପ ଯୋଗୁଁ ସଂଖ୍ୟା ବୃଦ୍ଧି ପାଉଛି । ବିଶେଷ କରି ଗାଁରେ ହେଉଥିବା ଭୋଜି ଭାତ ପାଇଁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ।

ସେହିପରି ରାଜଧାନୀ ଭୁବନେଶ୍ବରରେ ପାଠୁଆ ନିୟମ ମାନୁନଥିବା ଯୋଗୁଁ ସଂଖ୍ୟା ବୃଦ୍ଧି ପାଉଛି । ରାଜ୍ୟରେ ଖୁବ ଶୀଘ୍ର ଚିହ୍ନଟ ପାଇଁ ଆଣ୍ଟିଜେନ ଉପରେ ଗୁରୁତ୍ବ ଦିଆଯାଉଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.