ETV Bharat / city

ଏକ ନମ୍ବର ହାଟରେ କୋଭିଡ ନିୟମକୁ ଫୁ, ବିଏମସିର ତତ୍ପରତା

author img

By

Published : Apr 17, 2021, 10:37 PM IST

ଭୁବନେଶ୍ୱରରେ କୋଭିଡ କଟକଣା ଦିନକୁ ଦିନ ବୃଦ୍ଧି ପାଉଛି । ରାଜଧାନୀ ଭୁବନେଶ୍ବରରେ କୋଭିଡ ପଜିଟିଭ ସଂଖ୍ୟା 300 ଉପରେ ବୃଦ୍ଧି ପାଇଛି । ସରକାରୀ ସ୍ତରରେ କୋଭିଡ ଗାଇଡ଼ ଲାଇନକୁ କଡାକଡି ପାଳନ କରିବାକୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଉଛନ୍ତି । ଅଧିକ ପଢନ୍ତୁ...

ଏକ ନମ୍ବର ହାଟରେ କୋଭିଡ ନିୟମକୁ ଫୁ, ବିଏମସିର ତତ୍ପରତା
ଏକ ନମ୍ବର ହାଟରେ କୋଭିଡ ନିୟମକୁ ଫୁ, ବିଏମସିର ତତ୍ପରତା

ଭୁବନେଶ୍ୱର : ଭୁବନେଶ୍ୱରରେ କୋଭିଡ କଟକଣା ଦିନକୁ ଦିନ ବୃଦ୍ଧି ପାଉଛି । ରାଜଧାନୀ ଭୁବନେଶ୍ବରରେ କୋଭିଡ ପଜିଟିଭ ସଂଖ୍ୟା 300 ଉପରେ ବୃଦ୍ଧି ପାଇଛି । ଏବେ ଭୁବନେଶ୍ୱର ହଟସ୍ପଟ ଏରିଆ ଭାବେ ଉଭା ହୋଇଛି । ସରକାରୀ ସ୍ତରରେ କୋଭିଡ ଗାଇଡ଼ ଲାଇନକୁ କଡାକଡି ପାଳନ କରିବାକୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଉଛନ୍ତି । ହେଲେ ଭୁବନେଶ୍ୱରରେ ଏକ ନମ୍ବର ହାଟରେ ଯେମିତି ଲାଗୁଛି ନିୟମ ବୋଲି କିଛି ନାହିଁ ।

ଦିନ ବେଳେ ମାଳମାଳ ଜନସାଧାରଣ ବିନା ମାସ୍କରେ କିଣାକିଣି କରୁଛନ୍ତି । ଏପରିକି ଦୋକାନୀମାନେ ମଧ୍ୟ ମାସ୍କ ପିନ୍ଧି ନଥିବା ଦେଖିବାକୁ ମିଳିଛି । ନିୟମକୁ ପୁରା ଉଲ୍ଲଙ୍ଘନ କରୁଛନ୍ତି ସାଧାରଣ ଲୋକେ । ସେପଟେ ବିଏମସିର ଯୁକ୍ତି ହାଟ ବଜାରରେ କୋଭିଡ ନିୟମ ପାଇଁ ପ୍ରଚାର କରାଯାଉଛି । ବଡ ବଡ ହୋର୍ଡିଂ ମରାଯାଇଛି ହେଲେ, ଲୋକେ ସଚେତନ ହେବାର ଆବଶ୍ୟକତା ରହିଛି ।

ଭୁବନେଶ୍ୱରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.