ETV Bharat / city

ବିଧାନସଭା ଘେରିବ କଂଗ୍ରେସ: ପିସିସି ସଭାପତି - ବିଧାନସଭା ଘେରିବ କଂଗ୍ରେସ

ବିଧାନସଭା ଘେରିବ କଂଗ୍ରେସ । ଜୁଲାଇ ଦୁଇ ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଏହି ଅଧିବେଶନର ପ୍ରଥମ ଦିବସରେ ବଜେଟ 2022-23 ପାରିତ ହେବ । ତେବେ ଏହି ଅଧିବେଶନରେ କଂଗ୍ରେସର କଣ ଆଭିମୁଖ୍ୟ କଣ ରହିବ ସେ ନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ଅଧିକ ପଢନ୍ତୁ

ପିସିସି ସଭାପତି
ପିସିସି ସଭାପତି
author img

By

Published : Jun 24, 2022, 9:34 PM IST

ଭୁବନେଶ୍ବର: ବିଧାନସଭା ଘେରିବ କଂଗ୍ରେସ । ଜୁଲାଇ ଦୁଇ ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଏହି ଅଧିବେଶନର ପ୍ରଥମ ଦିବସରେ ବଜେଟ 2022-23 ପାରିତ ହେବ । ତେବେ ଏହି ଅଧିବେଶନରେ କଂଗ୍ରେସର କଣ ଆଭିମୁଖ୍ୟ କଣ ରହିବ ସେ ନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟନାୟକ ।

ବିଧାନସଭା ଅଧିବେଶନ ପାଇଁ ବିଧାୟକ ଦଳ ବୈଠକ ବସିବ । ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତରେ ବସିବ ବୈଠକ । 2 ତାରିଖ ପୂର୍ବରୁ ଏହି ବୈଠକ ବସି ସରକାରଙ୍କୁ ଘାରିବାର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ସହ ରଣନୀତି ପ୍ରସ୍ତୁତ କରାଯିବ ବୋଲି ଶରତ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.