ETV Bharat / city

ପିସିସି ସଭାପତି ରେସ, ମୋକିମଙ୍କ ପାଇଁ ବାହାରିଲା ଯୁବ ଗୋଷ୍ଠୀ - PCC president race

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଗାଦିରୁ ତଡିବା ପାଇଁ ଏକାଠି ହେଲେ କଂଗ୍ରେସର ଯୁବ ଗୋଷ୍ଠୀ । ଅଧିକ ପଢନ୍ତୁ...

ପିସିସି ସଭାପତି ରେସ, ମୁକିମଙ୍କ ପାଇଁ ବାହାରିଲା ଯୁବ ଗୋଷ୍ଠୀ
author img

By

Published : Nov 8, 2019, 9:17 PM IST

ଭୁବନେଶ୍ବର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଗାଦିରୁ ତଡିବା ପାଇଁ ଏକାଠି ହେଲେ କଂଗ୍ରେସର ଯୁବ ଗୋଷ୍ଠୀ । ଏନେଇ ଶୁକ୍ରବାର ରେଡକ୍ରସ ଭବନରେ କିଛି ଯୁବ ନେତା ମେଳି ବାନ୍ଧିଥିଲେ । ଏମାନଙ୍କ ଭିତରେ ଥିଲେ ବିଭିନ୍ନ ଜିଲ୍ଲାର ପୂର୍ବତନ ଯୁବ କଂଗ୍ରେସ ସଭାପତି । ଏହି ବୈଠକରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ପସିସି ସଭାପତି କରିବା ପାଇଁ ସଙ୍କଳ୍ପ ପାରିତ ହୋଇଛି ।

ପିସିସି ସଭାପତି ରେସ, ମୁକିମଙ୍କ ପାଇଁ ବାହାରିଲା ଯୁବ ଗୋଷ୍ଠୀ

ବର୍ତ୍ତମାନ ପରିସ୍ଥିତିରେ କଂଗ୍ରେସ ଅବସ୍ଥା ଯାହା ଏହାକୁ ସୁଧାରିବା ପାଇଁ ଜଣେ ଯୁବ ନେତୃତ୍ବର ଆବଶ୍ୟକତା ରହିଛି । ସେଥିପାଇଁ ମହମ୍ମଦ ମୋକିମ ଉଚିତ ପ୍ରାର୍ଥୀ ବୋଲି ଯୁବନେତା ମାନେ ଯୁକ୍ତି ବାଢ଼ିଛନ୍ତି । ନିରଞ୍ଜନକୁ ତଡିବା ପାଇଁ ସେମାନେ ଚାହୁନାହାଁନ୍ତି କିନ୍ତୁ ଯେହେତୁ ତାଙ୍କ ନେତୃତ୍ବରେ କଂଗ୍ରେସ ସ୍ଥିତି ଅତି ଶୋଚନୀୟ ହୋଇପଡିଛି ତେଣୁ ସେମାନେ ଏପରି ପଦକ୍ଷେପ ନେଉଥିବା କହିଛନ୍ତି । ଏହାସହ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ବି 9ରେ ପହଞ୍ଚିଛି । ଏପରିକି ରାଜ୍ୟରେ ସଙ୍ଗଠନ ଦୁର୍ବଳ ହୋଇପଡିଛି । ପ୍ରସଙ୍ଗ ଥିଲେ ବି କଂଗ୍ରେସ ତାର ସ୍ଥିତି ଜାହିର କରିପାରୁନି । ଯାହାକୁ ନେଇ ଦଳରେ ଅସନ୍ତୋଷ ବୃଦ୍ଧି ପାଉଛି ।

ଖୁବ୍ ଶିଘ୍ର କଂଗ୍ରେସର ଯୁବ ଗୋଷ୍ଠୀର ଦ୍ବିତୀୟ ବୈଠକ ବସିବ । ଏହାପରେ ଦିଲ୍ଲୀ ଯାଇ ସୋନିଆ ଗାନ୍ଧୀଙ୍କୁ ମୋକିମଙ୍କୁ ପିସିସି ସଭାପତି କରିବା ପାଇଁ ପ୍ରସ୍ତାବ ଦିଆଯିବା କଂଗ୍ରେସ ପକ୍ଷରୁ କୁହାଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଗାଦିରୁ ତଡିବା ପାଇଁ ପୁଣି ଏକାଠି ହେଲେ କଂଗ୍ରେସର ଯୁବ ଗୋଷ୍ଠୀ। ଆଜି ରେଡକ୍ରସ ଭବନରେ ଆଜି କିଛି ଯୁବ ନେତା ମେଳି ବାନ୍ଧିଥିଲେ। ଏମାନଙ୍କ ଭିତରେ ଥିଲେ ବିଭି୍ନ୍ନ ଜିଲ୍ଲାର ପୂର୍ବତନ ଯୁବ କଂଗ୍ରେସ ସଭାପତି। ଏହି ବୈଠକରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ପସିସି ସଭାପତି କରିବା ପାଇଁ ସଙ୍କଳ୍ପ ପାରିତ ହୋଇଛି। ବର୍ତମାନ ପରିସ୍ଥିତିରେ କଂଗ୍ରେସ ଅବସ୍ଥା ଯାହା ଏହାକୁ ସୁଧାରିବା ପାଇଁ ଜଣେ ଯୁବ ନେତୃତ୍ବର ଆବଶ୍ୟକତା ରହିଛି। ସେଥିପାଇଁ ମହମ୍ମଦ ମୋକିମ ଉଚିତ ପ୍ରାର୍ଥୀ ବୋଲି ଯୁବ ନେତା ମାନେ ଯୁକ୍ତି ବାଢ଼ିଛନ୍ତି। ନିରଞ୍ଜନକୁ ତଡିବା ପାଇଁ ସେମାନେ ଚାହୁନାହାନ୍ତି କିନ୍ତୁ ଯେହେତୁ ତାଙ୍କ ନେତୃତ୍ବରେ କଂଗ୍ରେସ ସ୍ଥିତି ଅତି ଶୋଚନୀୟ ହୋଇପଡିଲା। କଂଗ୍ରେସ ବିଧାୟକଙ୍କ ସଂଖ୍ୟା ବି ୯ ପହଞ୍ଚିଛି। ଏପରିକି ସଙ୍ଗଠନ ବି ରାଜ୍ୟରେ ଦୃବଳ ହୋଇପଡିଛି। ପ୍ରସଙ୍ଗ ଥିଲେ ବି କଂଗ୍ରେସ ତାର ସ୍ଥିତି ଜାହିର କରିପାରୁନି। ସେଥିପାଇଁ ପାରିବର୍ତନ ଦାବି କରୁଛନ୍ତି। ଖୁବ ଶିଘ୍ର କଂଗ୍ରେସର ଯୁବ ଗୋଷ୍ଠୀର ଦ୍ବିତୀୟ ବୈଠକ ବସିବ। ତା ପରେ ଦିଲ୍ଲୀ ଯାଇ ସୋନିଆ ଗାନ୍ଧୀଙ୍କୁ ମୋକିମଙ୍କୁ ପିସିସି ସଭାପତି କରିବା ପାଇଁ ପ୍ରସ୍ତାବ ଦେବେ।
Body:ବାଇଟ- ମାନସ ରଞ୍ଜନ କର, ମୁଖପାତ୍ର, ଯୁବ କଂଗ୍ରେସ
Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.