ETV Bharat / city

ଏଥର ବିନ୍ଦୁ ସାଗରରେ ପୟା ଶ୍ରାଦ୍ଧରେ କଟକଣା

author img

By

Published : Nov 13, 2020, 7:11 PM IST

ପୟା ଶ୍ରାଦ୍ଧ ଉପରେ ଚଳିତ ବର୍ଷ ଲାଗିଛି କଟକଣା। ବିଏମସି ପକ୍ଷରୁ ବିନ୍ଦୁ ସାଗରରେ କଟକଣା। କୋଭିଡ ସଂକ୍ରମଣ ପାଇଁ ଏଭଳି ନିଷ୍ପତ୍ତି ନେଇଛି ବିଏମସି।

ବିନ୍ଦୁ ସାଗରରେ ପୟା ଶ୍ରାଦ୍ଧ ଉପରେ କଟକଣା
ବିନ୍ଦୁ ସାଗରରେ ପୟା ଶ୍ରାଦ୍ଧ ଉପରେ କଟକଣା

ଭୁବନେଶ୍ବର: ବିନ୍ଦୁ ସାଗରରେ ପୟା ଶ୍ରାଦ୍ଧ ଉପରେ ଚଳିତ ବର୍ଷ ଲାଗିଛି କଟକଣା। ବିଏମସି ପକ୍ଷରୁ ବିନ୍ଦୁ ସାଗରରେ କଟକଣା। କୋଭିଡ ସଂକ୍ରମଣ ପାଇଁ ଏଭଳି ନିଷ୍ପତ୍ତି ନେଇଛି ବିଏମସି।

ବିନ୍ଦୁ ସାଗରରେ ପୟା ଶ୍ରାଦ୍ଧ ଉପରେ କଟକଣା
ବିନ୍ଦୁ ସାଗରରେ ପୟା ଶ୍ରାଦ୍ଧ ଉପରେ କଟକଣା

ଚଳିତବର୍ଷ କୋଭିଡକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନେଇଛି ଭୁବନେଶ୍ବର ପ୍ରଶାସନ । ପୟା ଶ୍ରାଦ୍ଧ ପାଇଁ ପ୍ରତି ବର୍ଷ ଶହ ଶହ ଶ୍ରଦ୍ଧାଳୁ ବିନ୍ଦୁ ସାଗରରେ ସମାଗମ ହୋଇଥାନ୍ତି । ପିତୃ ପୁରୁଷଙ୍କ ଶାନ୍ତି ପାଇଁ ଏଠାରେ ପୟା ଶ୍ରାଦ୍ଧ ଦିଆଯାଏ ।

କିନ୍ତୁ ସମଗ୍ର ବିଶ୍ବରେ ଯେପରି କୋଭଡର ଭୟାବହତା ଜାରି ରହିଛି, ଏସବୁକୁ ଦୃଷ୍ଟିରେ ରଖି ଭୁବନେଶ୍ବର ମହାନଗର ନିଗମ ପୟା ଶ୍ରାଦ୍ଧ ଉପରେ କଟକଣା ଜାହିର କରିଛି । ଅତ୍ୟଧିକ ଜନସମାଗମକୁ ମଧ୍ୟ ନଜରରେ ରଖିଛି ପ୍ରଶା୍ସନ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.