ETV Bharat / city

ଆସନ୍ତାକାଲି ପାଟଣାଗଡ ବିଧାୟକଙ୍କ ଜାମିନ ଶୁଣାଣି

ଆସନ୍ତାକାଲି(ଶନିବାର) ହେବ ପାଟଣାଗଡ ବିଧାୟକଙ୍କ ଜାମିନ ଆବେଦନର ଶୁଣାଣି । ପାଟଣାଗଡରେ କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ୍‌ କରିବା ଘଟଣାରେ ଜେଲରେ ଅଛନ୍ତି ବିଧାୟକ ।

author img

By

Published : Jul 5, 2019, 7:40 PM IST

Updated : Jul 5, 2019, 9:24 PM IST

ଫାଇଲ ଫଟୋ

ଭୁବନେଶ୍ବର: ଆସନ୍ତାକାଲି(ଶନିବାର) ହେବ ପାଟଣାଗଡ ବିଧାୟକଙ୍କ ଜାମିନ ଆବେଦନର ଶୁଣାଣି । ପାଟଣାଗଡରେ କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ୍‌ କରିବା ଘଟଣାରେ ଜେଲରେ ଅଛନ୍ତି ବିଧାୟକ ସରୋଜ ମେହେର ।

ଆଜି(ଶୁକ୍ରବାର) ମାମଲାର ଶୁଣାଣି ସମୟରେ ବିଧାୟକ ସରୋଜ ବେହେରାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିବାରୁ କୋର୍ଟ ଭିଡିଓ କନଫରେନ୍ସ ଜରିଆରେ ଶୁଣାଣି କରିଥିଲେ । ଏହି ସମୟରେ କୋର୍ଟ ପୋଲିସକୁ ଦୁଇ ପକ୍ଷରୁ ଜବାବ ରିପୋର୍ଟ ମାଗିଥିଲେ ।

ଏହା ସହ ଜାମିନ ଆବେଦନ ଉପରେ ଆସନ୍ତାକାଲି ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି । ଏଥିସହ ଜେଇଙ୍କ ପରିବାରକୁ ପୋଲିସ ସୁରକ୍ଷା ଯୋଗାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

tarun agrawal
Last Updated : Jul 5, 2019, 9:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.