ETV Bharat / city

Omicron Fear: କାଲିଠୁ 3ଦିନ ରାଜ୍ୟର 2 ପ୍ଲାନେଟୋରିୟମ ବନ୍ଦ

author img

By

Published : Dec 30, 2021, 4:40 PM IST

Updated : Dec 30, 2021, 10:49 PM IST

କୋଭିଡ ପାଇଁ ବନ୍ଦ ରହିବ ପ୍ଲାନେଟୋରିୟମ । ପଠାଣି ସାମନ୍ତ ପ୍ଲାନେଟାରିୟମ ଏବଂ ବୁର୍ଲା ସ୍ଥିତ ଡ.ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ ଆସନ୍ତା ୩୧ ତାରିଖରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ରହିବ ବନ୍ଦ । ଅଧିକ ପଢନ୍ତୁ

Omicron Fear : କାଲିଠୁ ବନ୍ଦ ରହିବ ରାଜ୍ୟରେ ୨ ପ୍ଲାନେଟୋରିୟମ

ଭୁବନେଶ୍ବର : ରାଜ୍ୟରେ ମାଡୁଛି ଓମିକ୍ରନ । ଦିନକ ପରେ ଆସୁଛି ନୂଆବର୍ଷ । ଭୁବନେଶ୍ୱରରେ ଥିବା ପଠାଣି ସାମନ୍ତ ପ୍ଲାନେଟାରିୟମ ଏବଂ ବୁର୍ଲା ସ୍ଥିତ ଡ.ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମକୁ ବନ୍ଦ କରାଯାଉଛି । ଆସନ୍ତା ୩୧ ତାରିଖରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ସାମୟିକ ଭାବରେ ବନ୍ଦ ରହିବ।

ନୂତନ କୋଭିଡ ଭାରିଆଣ୍ଟ ଓମିକ୍ରନ୍‌ର ବିସ୍ତାରକୁ ଦୃଷ୍ଟିରେ ରଖି ଏକ ସତର୍କତା ମୂଳକ ଭାବେ ପ୍ଲାନେଟୋରିୟମ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। କେବଳ ସେତିକି ନୁହଁ ସଂକ୍ରମଣ ଓମିକ୍ରନ ଭାୟାବହତାକୁ ନେଇ ରାଜ୍ୟ ସରକାର ଜିରୋ ନାଇଟ ସେଲିବ୍ରେସନ ଉପରେ ମଧ୍ୟ କଟକଣା ଲଗାଇଛନ୍ତି । ସେହିପରି ଅନେକ ପ୍ରଶାସନ ନିଜ ଜିଲ୍ଲାରେ ଥିବା ପର୍ଯ୍ୟଟନସ୍ଥଳୀରେ ବି ଏକାଠି ନ ହେବାକୁ ଲଗାଇଛନ୍ତି ରୋକ ।

Omicron Fear: କାଲିଠୁ 3ଦିନ ରାଜ୍ୟର 2 ପ୍ଲାନେଟୋରିୟମ ବନ୍ଦ

ଭୁବନେଶ୍ବରରୁ ଦେବସ୍ମିତା ରାଉତ ଓ ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Dec 30, 2021, 10:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.