ETV Bharat / city

ପାର୍କିଂ ପାଇଁ ଦେବାକୁ ପଡିବନି ଦେୟ, ବିଡିଏର ନୋଟିସ ଜାରି - ଭୁବନେଶ୍ବରରେ ପାର୍କିଂ ଦେୟମୁକ୍ତ

ଭୁବନେଶ୍ବରର ବିଭିନ୍ନ ସପିଂ ମଲ, ମଲ୍ଟିପ୍ଲେକ୍ସ, କମରସିଆଲ ବିଲ୍ଡିଂ, ହସ୍ପିଟାଲ ଆଦି ସ୍ଥାନ ଏବେ ପାର୍କିଂ ଦେୟମୁକ୍ତ । ଏନେଇ ବିଡିଏ ପକ୍ଷରୁ ନୋଟିସ ଜାରି କରି ସୂଚନା ଦିଆଯାଇଛି ।

ପାର୍କିଂ ପାଇଁ ଦେବାକୁ ପଡିବନି ଦେୟ, ବିଡିଏର ନୋଟିସ ଜାରି
author img

By

Published : Oct 17, 2019, 3:51 AM IST

ଭୁବନେଶ୍ବର: ସ୍ମାର୍ଟ ସିଟିରେ ପାର୍କିଂ ନିୟମକୁ ନେଇ ବିଡିଏ ପକ୍ଷରୁ ନୋଟିସ ଜାରି । ରାସ୍ତାରେ ପାର୍କିଂ କଲେ ଏବେ ଦେୟ ଦେବାକୁ ପଡିବ ନାହିଁ ବୋଲି ଜାରି ହୋଇଥିବା ନୋଟିସ ଯୋଗେ ସୂଚନା ଦିଆଯାଇଛି ।

ଭୁବନେଶ୍ବରର ସପିଂ ମଲ୍‌, ମଲ୍ଟିପ୍ଲେକ୍ସ, କମରସିଆଲ ବିଲ୍ଡିଂ, ହସ୍ପିଟାଲ ଆଦି ସ୍ଥାନକୁ ବିଡିଏ ପକ୍ଷରୁ ପାର୍କିଂ ଫି ଫ୍ରି କରି ଦିଆଯାଇଛି । ବିଡିଏ ନିୟମାନୁଯାଇ ଏହି ସବୁ ସ୍ଥାନ ଗୁଡିକୁ ପାର୍କିଂ ଦେୟ ମୁକ୍ତ କରାଯାଇଛି । ଏହି ନିୟମ ଉଲଙ୍ଘନ କଲେ ଉଲଙ୍ଘନକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ବିଡିଏ ପକ୍ଷରୁ ଜାରି ନୋଟିସରେ ଉଲ୍ଲେଖ ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:Body:

df

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.