ETV Bharat / city

ଗିନିଜ୍ ୱାର୍ଲ୍ଡ ରେକର୍ଡ ଲକ୍ଷ୍ୟରେ ପେପରମ୍ୟାନ ଶଶାଙ୍କ

author img

By

Published : Dec 1, 2019, 10:30 AM IST

ଯାଜପୁରର ଅରଙ୍ଗାବାଦର ଶଶାଙ୍କ ଶେଖର ଦାଶ ନାମକ ଜଣେ ବ୍ୟକ୍ତି  ଭିନ୍ନ ଭିନ୍ନ ଦେଶର ଖବର କାଗଜ ସଂଗ୍ରହ କରି ଗିନିଜ ୱାର୍ଲ୍ଡ ରେକର୍ଡ କରିବା ଲକ୍ଷ୍ୟରେ ବାହାରିଛନ୍ତି ।

paper man
ଫଟୋ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଆପଣମାନେ ଭିନ୍ନ ଭିନ୍ନ ଗିନିଜ ୱାର୍ଲ୍ଡ ରେକର୍ଡ ସମ୍ପର୍କରେ ଶୁଣିଥିବେ । କିଏ ଦୁନିଆର ସବୁଠୁ ବଡ କଖାରୁ ଚାଷ କରି ଗିନିଜ ୱାର୍ଲ୍ଡ ରେକର୍ଡ କରୁଥିବା ବେଳେ ଅନ୍ୟ କେହି ସବୁଠାରୁ ବଡ ପିଜା ନିର୍ମିତ କରି ଏହି ରେକର୍ଡ କରିଥାନ୍ତି । କିନ୍ତୁ ଯାଜପୁରର ଅରଙ୍ଗାବାଦର ଶଶାଙ୍କ ଶେଖର ଦାଶ ନାମକ ଜଣେ ବ୍ୟକ୍ତି ଭିନ୍ନ ଭିନ୍ନ ଦେଶର ଖବର କାଗଜ ସଂଗ୍ରହ କରି ଗିନିଜ ୱାର୍ଲ୍ଡ ରେକର୍ଡ କରିବା ଲକ୍ଷ୍ୟରେ ବାହାରିଛନ୍ତି । ଏନେଇ ସେ ରବିବାର ଭୁବନେଶ୍ବର ସ୍ଥିତ ଇଡକୋଲ ଅଡିଟୋରିୟମରେ ସଂଗ୍ରହ କରିଥିବା ଖବରକାଗଜ ଗୁଡିକୁ ପ୍ରଦର୍ଶନ କରିଛନ୍ତି ।

ଭିଜିଓ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ବର

ରବିବାର ଆୟୋଜିତ ହୋଇଥିବା ଏହି ପ୍ରଦର୍ଶନୀରେ ଶଶାଙ୍କ 106 ଟି ଦେଶର 88ଟି ଭାଷାର 4 ହାଜର 414 ଟି ଖବର କାଗଜ ପ୍ରଦର୍ଶିତ କରିଛନ୍ତି। ଶଶାଙ୍କଙ୍କ କହିବା ଅନୁଯାୟୀ ବର୍ତ୍ତମାନ ଗିନିଜ ୱାଲ୍ଡ ରେକର୍ଡ କରିଥିବା ବ୍ୟକ୍ତିଙ୍କ ପାଖରେ 1400 ଖଣ୍ଡ ପେପର ରହିଛି । କିନ୍ତୁ ତାଙ୍କ ପାଖରେ ଅଧିକ ଖବରକାଗଜ ରହିଛି। ଯେଉଁଥିପାଇଁ ସେ ଏଥର ଗିନିଜ ୱାଲ୍ଡ ରେକର୍ଡ କରିପାରିବେ ବୋଲି ଲକ୍ଷ ରଖିଛନ୍ତି । ତେବେ ଏହା ପୂର୍ବରୁ ମଧ୍ୟ ଶଶାଙ୍କ 4ଥର ଲିମକା ରେକର୍ଡ କରି ସାରିଛନ୍ତି ବୋଲି ଶଶାଙ୍କ କହିଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଗିନିଜ ୱାଲଡ଼ ରେକର୍ଡ କରିବା ରେ ଓଡ଼ିଆ ଯୁବକ ଶଶାଙ୍କ ଶେଖର ଦାଶ।

ଏକ ନିଆରା ନିଶା ରେ ସେ ପଡିଛନ୍ତି, ନିଶା ଟି ହେଲା ନୂଆ ପୁରଣା ପେପର ସଂଗ୍ରହ କରିବା। ଗୋଟିଏ ପରେ 4 ଥର ଲିମକା ରେକର୍ଡ କରିଥିବା ଶଶ।ଙ୍କ ଏବେ ଗିନିଜ ୱାଲଡ଼ ରେକର୍ଡ କରିବା ଲକ୍ଷ୍ୟର ଆଜି ବାହାରିଛନ୍ତି। ଆଜି ସେ ନିଜର ସମସ୍ତ ସଂଗ୍ରହ କରିଥିବା ପେପର କୁ ଭୁବନେଶ୍ୱର ଇଡକୋଲ ଅଡିରୟିମ ରେ ପ୍ରଦର୍ଶତ କରିଛନ୍ତି। ଆଜି ଆୟେଜିତ ଏହି ପ୍ରଦର୍ଶନୀ ରେ ଶଶାଙ୍କ 4 ହାଜର 414 ଟି ଖବର କାଗଜ ମଧ୍ୟ ରେ 106 ଟି ଦେଶ ର 88ଟି ଭାଷା ର ଖବର କାଗଜ ପ୍ରଦର୍ଶିତ ହୋଇଥିଲା। ଶଶାଙ୍କ କହିବା ଅନୁଯାୟୀ ବର୍ତ୍ତମାନ ଗିନିଜ ୱାଲଡ଼ ରେକର୍ଡ କରିଥିବା ବ୍ୟକ୍ତି ଙ୍କ ପାଖରେ 1400 ଖଣ୍ଡ ପେପର ରହିଛି କିନ୍ତୁ ତା ତୁଳନା ରେ ତାଙ୍କ ପାଖରେ ଅଧିକ ଖବରକାଗଜ ରହିଛି।ଯୋଉଥି ପାଇଁ ସେ ଏ ଥଏ ଗିନିଜ ୱାଲଡ଼ ରେକର୍ଡ କରିପାରିବେ ବୋଲି ଆଶା ପ୍ରକାଶ କରିଛନ୍ତି।

ବାଇଟ - ଶଶାଙ୍କ ଶେଖର ଦାଶ
ପେପର ମ୍ୟାନ

Body:ଗିନିଜ ୱାଲଡ଼ ରେକର୍ଡ କରିବା ରେ ଓଡ଼ିଆ ଯୁବକ ଶଶାଙ୍କ ଶେଖର ଦାଶ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.