ETV Bharat / city

ବଢିଲା ଚାପ, ବଦଳିଲା ଯୋଜନାର ଲୋଗୋ - ବିରୋଧିଙ୍କ ଚାପରେ ବଦଳିଲା ଯୋଜନାର ଲୋଗୋ

ଶେଷରେ ବିରୋଧୀଙ୍କ ଚାପରେ ମୁଣ୍ଡ ନୁଆଁଇଲେ ସରକାର । ବଦଳିଗଲା ନିଷ୍ପତ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପୂର୍ବରୁ ପ୍ର. ଆ. ଯୋ ଥିଲା । ଏହା ବଦଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲେଖାଯାଇଛି । ଅଧିକ ପଢନ୍ତୁ...

ବିରୋଧିଙ୍କ ଚାପରେ ବଦଳିଲା ଯୋଜନାର ଲୋଗୋ
ବିରୋଧିଙ୍କ ଚାପରେ ବଦଳିଲା ଯୋଜନାର ଲୋଗୋ
author img

By

Published : Dec 29, 2020, 10:55 PM IST

ଭୁବନେଶ୍ବର: ଶେଷରେ ବିରୋଧୀଙ୍କ ଚାପରେ ମୁଣ୍ଡ ନୁଆଁଇଲେ ସରକାର । ବଦଳିଗଲା ନିଷ୍ପତ୍ତି । ଯୋଜନାକୁ ହାଇଜ୍ୟାକ କରିନେଉଥିବା ସରକାର ସତରେ ବିଳି ବିଳେଇଲେଣି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯେଉଁଭଳି ଭାବରେ ପୋଷ୍ଟର ଓ ଷ୍ଟିକରରେ ଲେଖାଥିଲା ସେଥିରେ ପରିବର୍ତ୍ତନ ଆଣିଛି ପଞ୍ଚାୟତିରାଜ ବିଭାଗ ।

ବିରୋଧିଙ୍କ ଚାପରେ ବଦଳିଲା ଯୋଜନାର ଲୋଗୋ
ବିରୋଧିଙ୍କ ଚାପରେ ବଦଳିଲା ଯୋଜନାର ଲୋଗୋ

ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଏହି ମର୍ମରେ ଏକ ଚିଠି ସବୁ ଜିଲ୍ଲାପାଳଙ୍କ ନିକଟକୁ ଲେଖିଛନ୍ତି । ଯେଉଁଥିରେ ତୁରନ୍ତ ଲୋଗୋ ବଦଳାଇବାକୁ କୁହାଯାଇଛି । ନୂଆ ଲୋଗୋ ମଧ୍ୟ ଚିଠିରେ ଦିଆଯାଇଛି । ନୂଆ ଲୋଗୋରେ କେନ୍ଦ୍ରୀୟ ଯୋଜନାର ସ୍ପଷ୍ଟ ଲେଖାଯାଇଛି । ପୂର୍ବରୁ ପ୍ର. ଆ. ଯୋ ଥିଲା । ଏହା ବଦଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲେଖାଯାଇଛି ।

ଆଜି ବିଜେପି ପକ୍ଷରୁ ସାରା ରାଜ୍ୟ ଥାନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ଏତଲା ଦାଏର ହୋଇଛି । ଏଥିସହିତ ସବୁ ବ୍ଲକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେଖିଥିବା ଚିଠିକୁ ପୋଡା ଯାଇଛି । ଯାହାକୁ ନେଇ ଏବେ ସରକାର ବଦନାମ ମୁଣ୍ଡାଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.