ETV Bharat / city

PanchayatPolls: ବିନା ଲଢେଇରେ 126 ସରପଞ୍ଚ ବିଜୟୀ - ବିନା ଲଢେଇରେ ସରପଞ୍ଚ ବିଜୟୀ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ(PanchayatElection) ନେଇ ଆସିଲା ଚୂଡାନ୍ତ ତାଲିକା । ନିର୍ଦନ୍ଦ୍ବରେ ନିର୍ବାଚିତ ହେଲେ ରାଜ୍ୟରେ ମୋଟ ୧୨୬ ସରପଞ୍ଚ ପ୍ରାର୍ଥୀ । ଅଧିକ ପଢନ୍ତୁ

PanchayatPolls
PanchayatPolls
author img

By

Published : Jan 26, 2022, 7:28 PM IST

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ(PanchayatElection) ନେଇ ଆସିଲା ଚୂଡାନ୍ତ ତାଲିକା । ନିର୍ଦନ୍ଦ୍ବରେ ନିର୍ବାଚିତ ହେଲେ ରାଜ୍ୟରେ ମୋଟ ୧୨୬ ସରପଞ୍ଚ ପ୍ରାର୍ଥୀ ।

Photo
PanchayatPolls: ବିନା ଲଢେଇରେ 126 ସରପଞ୍ଚ ବିଜୟୀ

ସେହିପରି ୩୬ ହଜାର ୫୨୩ ୱାର୍ଡ ମେମ୍ବର, ୩୨୬ ସମିତି ସଭ୍ୟ ପ୍ରାର୍ଥୀ ଓ ଜଣେ ଜିଲ୍ଲା ପରିଷଦ ପ୍ରାର୍ଥୀ ଜିତିଥିବା ରାଜ୍ୟ ନିର୍ବାଚନ କମିଶନର ସୂଚନା (Announcement by State Election Commission) ଦେଇଛନ୍ତି । ସେହିଭଳି ଚଳିତ ନିର୍ବାଚନରୁ ବାଦ ପଡିଥିବା ଜଗତସିଂହପୁର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ(2023) ସରପଞ୍ଚ ଓ ୱାର୍ଡମେମ୍ବର ପାଇଁ ଭୋଟ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.