ଭୁବନେଶ୍ବର : ରାଜ୍ୟରେ କେମିତି କାର୍ଯ୍ୟକାରୀ ହେଉଛି ମୋ ସରକାର ଓ ‘5T’ । ଏନେଇ ତଦାରଖ କରିବାକୁ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ବ୍ଲକରେ ପହଞ୍ଚିଛନ୍ତି।
ମନ୍ତ୍ରୀଙ୍କ ସହ ପଞ୍ଚାୟତିରାଜ ନିର୍ଦ୍ଦେଶକ ଏଠାକୁ ଅଚାନକ ଗସ୍ତରେ ଆସିଛନ୍ତି। ବିଡିଓ ଅନୁପସ୍ଥିତ ଥିବା ଜଣାପଡିଛି।
ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ