ETV Bharat / city

ଦେଶରେ ପ୍ରଥମ: ଭୁବନେଶ୍ବରକୁ ପ୍ରାଣବାୟୁ ପଠାଇଲା ଚୀନ - ଚୀନ ପଠାଇଲା ଅକ୍ସିଜେନ ସିଲିଣ୍ଡର

ଚୀନରୁ ଆସି ଭୁବନେଶ୍ବରେ ପହଞ୍ଚିଲା ଅକ୍ସିଜେନ ସିଲିଣ୍ଡର । ଟ୍ବିଟ ଯୋଗେ ସୂଚନା ଦେଲେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ । ଅଧିକ ପଢନ୍ତୁ...

ଚୀନ ପଠାଇଲା ଅକ୍ସିଜେନ ସିଲିଣ୍ଡର
ଚୀନ ପଠାଇଲା ଅକ୍ସିଜେନ ସିଲିଣ୍ଡର
author img

By

Published : May 30, 2021, 11:16 AM IST

Updated : May 30, 2021, 2:24 PM IST

ଭୁବନେଶ୍ବର:ଯେଉଁଠୁ କୋରୋନାର ଉତ୍ପତି ହୋଇଥିଲା ସେଠାରୁ ଆଜି ଆସି ପହଞ୍ଚିଛି ଅକ୍ସିଜେନ ସିଲିଣ୍ଡର । ଦେଶର ବିଭିନ୍ନ ସ୍ଥାନରେ ଅକ୍ସିଜେନ ଅଭାବରୁ ବହୁ ରୋଗୀଙ୍କ ପ୍ରାଣହାନୀ ଘଟିବା ପରେ ସହାୟତାର ହାତ ବଢାଇଥିଲେ ବହୁ ବିଦେଶୀ ରାଷ୍ଟ୍ର । ବର୍ତ୍ତମାନ ଏହି ସାହାଯ୍ୟ ତାଲିକାରେ ଯୋଡି ହୋଇଛି ଚୀନ୍ ।

ଦେଶରେ ପ୍ରଥମ: ଭୁବନେଶ୍ବରକୁ ପ୍ରାଣବାୟୁ ପଠାଇଲା ଚୀନ
  • In short term the Govt is ensuring efficient distribution to all med institutions and developing reserves in oxy cylinders. In 2 months more than 14000 addl cylinders were added. With today’s import and further consignments coming situation will become better.@IPR_Odisha pic.twitter.com/OR1REa2bnN

    — chairmanwodc (@chairmanwodc) May 30, 2021 " class="align-text-top noRightClick twitterSection" data=" ">
ଚୀନରୁ ଆସିଥିବା ଅକ୍ସିଜେନ ସିଲିଣ୍ଡର ଆଜି(ରବିବାର) ଭୁବନେଶ୍ବରରେ ପହଞ୍ଚିଛି । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସୀତ କୁମାର ତ୍ରିପାଠୀ । ଅକ୍ସିଜେନ ଅଭାବରୁ ଯେପରି କୌଣସି ବ୍ୟକ୍ତିଙ୍କ ସମସ୍ୟା ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : May 30, 2021, 2:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.