ETV Bharat / city

ରବିବାର ସ୍କୁଲ ଖୋଲିବାକୁ ନେଇ ଓଷ୍ଟାର ବିରୋଧ - ଓଷ୍ଟାର ବିରୋଧ

ସ୍କୁଲରେ ପାଠ ପଢା ଲାଗି ନିର୍ଦ୍ଧାରିତ ସମୟକୁ ଓଷ୍ଟାର ବିରୋଧ। ରବିବାର ସ୍କୁଲ ଖୋଲିବାକୁ ନେଇ ଓ ସ୍କୁଲ ନ ଆସିବାକୁ ବିରୋଧ କରିଛି ଓଷ୍ଟା। ଅଧିକ ପଢନ୍ତୁ...

ରବିବାର ସ୍କୁଲ ଖୋଲିବାକୁ ନେଇ ଓଷ୍ଟାର ବିରୋଧ
ରବିବାର ସ୍କୁଲ ଖୋଲିବାକୁ ନେଇ ଓଷ୍ଟାର ବିରୋଧ
author img

By

Published : Feb 27, 2021, 10:33 PM IST

ଭୁବନେଶ୍ବର: ସ୍କୁଲରେ ପାଠ ପଢା ଲାଗି ନିର୍ଦ୍ଧାରିତ ସମୟକୁ ଓଷ୍ଟାର ବିରୋଧ। ରବିବାର ସ୍କୁଲ ଖୋଲିବାକୁ ନେଇ ଓ ସ୍କୁଲ ନ ଆସିବାକୁ ବିରୋଧ କରିଛି ଓଷ୍ଟା।

ରବିବାର ସ୍କୁଲ ଖୋଲିବାକୁ ନେଇ ଓଷ୍ଟାର ବିରୋଧ
ରବିବାର ସ୍କୁଲ ଖୋଲିବାକୁ ନେଇ ଓଷ୍ଟାର ବିରୋଧ
ତାପମାତ୍ରାର ବୃଦ୍ଧି ପାଇଁ ସରକାରଙ୍କ ସମୟର ପରିବର୍ତ୍ତନ ଛାତ୍ରଛାତ୍ରୀଙ୍କୁ ଅଧିକ ସମସ୍ୟାରେ ସମ୍ମୁଖୀନ ହେବେ। ସକାଳ 7 ଟାରୁ 1ଟା ପର୍ଯ୍ୟନ୍ତ ପାଠପଢା ନିଷ୍ପତ୍ତିକୁ ବିରୋଧ। ସମୟ ପରିବର୍ତ୍ତନ ଲାଗି ଦାବି କରିଛି ସଂଘ। ସ୍କୁଲର ସମୟ ସକାଳ 6ଟା 30ରୁ 11ଟା 30 ପର୍ଯ୍ୟନ୍ତ ରଖିବାକୁ ସଂଘ ଦାବି କରିଛି।

ଚଳିତବର୍ଷ ରାଜ୍ୟ ସରକାର କୋରୋନା ମହାମାରୀ ପାଇଁ ଜାନୁୟାରୀ ୯ ତାରିଖରୁ ଦଶମ ଶ୍ରେଣୀ ଓ ଫେବୃୟାରୀ ୯ ତାରିଖରୁ ନବମ ଶ୍ରେଣୀରେ ଶିକ୍ଷାଦାନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

କୋରୋନା କଟକଣାର ମାର୍ଗଦର୍ଶିକାକୁ ଅନୁପାଳନ କରି ଦିଦ୍ୟାଳୟମାନଙ୍କରେ ଶିକ୍ଷାଦାନ ଚାଲିଛି । ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବାକୁ ବସିଥିଲାବେଳେ ସରକାର କାହା ସହିତ କିଛି ପରାମର୍ଶ ନକରି ବିଦ୍ୟାଳୟର ସମୟ ସକାଳ ଘଟିକାରୁ ଅପରାହ୍ନ ୮ ଘଟିକା ପର୍ଯ୍ୟନ୍ତ ଚାଲିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।

ଯାହା ଛାତ୍ର ଓ ଶିକ୍ଷକ ଉଭୟଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ । ଦିବା ୧ ଘଟିକା ସମୟରେ ପାଠପଢ଼ା ଶେଷ କରି ଛାତ୍ରଛାତ୍ରୀ କିଭଳି ଘରକୁ ଫେରିବେ, ସେ ସମ୍ପର୍କରେ ସରକାର ଚିନ୍ତା କରିଛନ୍ତି ନା ନାହିଁ ବୋଲି ଓଷ୍ଟା ପ୍ରଶ୍ନ କରିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.