ETV Bharat / city

କାଳିଆ ଟଙ୍କାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ

କାଳିଆ ଟଙ୍କାକୁ ନେଇ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ପ୍ରତିକ୍ରିୟା । ମୁଖ୍ୟମନ୍ତ୍ରୀ କାଳିଆ ଟଙ୍କା ଦେବା ସମୟରେ ଖୁସି ଥିବା କହିଛନ୍ତି କିନ୍ତୁ ସାରା ଓଡ଼ିଶାରେ ଚାଷୀ କାନ୍ଦୁଛନ୍ତି ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ...

author img

By

Published : Feb 13, 2021, 5:02 PM IST

କାଳିଆ ଟଙ୍କାକୁ ନେଇ ରାଜ୍ୟ ସରକାରଙ୍କୁ ଘରେଲେ ବିରୋଧୀ

ଭୁବନେଶ୍ବର: କାଳିଆ ଟଙ୍କାକୁ ନେଇ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ପ୍ରତିକ୍ରିୟା । ମୁଖ୍ୟମନ୍ତ୍ରୀ କାଳିଆ ଟଙ୍କା ଦେବା ସମୟରେ ଖୁସି ଥିବା କହିଛନ୍ତି କିନ୍ତୁ ସାରା ଓଡ଼ିଶାରେ ଚାଷୀ କାନ୍ଦୁଛନ୍ତି ବୋଲି ସେ କହିଛନ୍ତି ।

ଦୁଇ ବର୍ଷ ପରେ ନବୀନ ବାବୁଙ୍କୁ କାଳିଆ କଥା ମନେ ପଡିଲା ବୋଲି ସେ କହିଛନ୍ତି । ଏବଂ ଦୁଇ ବର୍ଷର କାଳିଆ ଟଙ୍କା କୁଆଡେ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାସହ ସେ ଅଭିଯୋଗ କରିଛନ୍ତି ଯେ, ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଏହି କାଳିଆ ଟଙ୍କା ଦେଇଥିବା ସେ କହିଛନ୍ତି ।

ସେପଟେ କିଶାନ ନିଧି ପଇସା ଦେବା ପାଇଁ କେନ୍ଦ୍ର ଦେବାକୁ କହୁଛି । କିନ୍ତୁ ରାଜ୍ୟ ସରକାର ତାଲିକା ଦେଉନାହାଁନ୍ତି ବୋଲି ପ୍ରଦୀପ ଅଭିଯୋଗ କରିଛନ୍ତି । ସେପଟେ ଏହାର ଜବାବ ରଖିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ସେ କହିଛନ୍ତି ଯେ, କାଳିଆ ଏକ ନିୟମିତ ଯୋଜନା। ବିରୋଧୀଙ୍କ ନିକଟରେ ବାଟ ନାହିଁ, ପ୍ରସଙ୍ଗ ନାହିଁ । ଚାଷୀ ଓ ସାଧାରଣ ଜନତାଙ୍କ ନିକଟରେ ସେମାନେ ଏକ ଘରିକିଆ ହୋଇ ଯାଇଛନ୍ତି । ସେଥିପାଇଁ ଏଭଳି ଅଭିଯୋଗ କରୁଥିବା ସେ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.