ETV Bharat / city

ପୁରୀ ଗଣଦୁଷ୍କର୍ମ ଘଟଣାକୁ ନେଇ ରାଜନୀତି କରାନଯାଉ: ଶ୍ରୀମୟୀ ମିଶ୍ର - opposition party targets bjd

ପୁରୀ ଗଣଦୁଷ୍କର୍ମ ଘଟଣାକୁ ନେଇ ରାଜନୀତି କରାନଯାଉ ବୋଲି ଦଳର ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି। ଏହା ଏକ ସମ୍ବେଦନଶୀଳ ଘଟଣା। ଏ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରାନଯାଉ। ଅଧିକ ଖବର ପଢନ୍ତୁ...

bjd on puri issue
ପୁରୀ ଗଣଦୁଷ୍କର୍ମ ଘଟଣାକୁ ନେଇ ରାଜନୀତି କରାନଯାଉ;ବିଜେଡି
author img

By

Published : Dec 3, 2019, 9:37 PM IST

ଭୁବନେଶ୍ବର: ବିରୋଧିଙ୍କ ଚକ୍ରବ୍ୟୁହରେ ସରକାର। ରାଜ୍ୟରେ ମହିଳା ଅସୁରକ୍ଷିତ ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି। ଯାହାକୁ ନେଇ ଆଜି ଚାପରେ ସାମ୍ବାଦିକ ସମ୍ମିଳନୀ ଡାକି ନିଜ ପକ୍ଷରୁ ସ୍ପଷ୍ଟୀକରଣ ଦେଇଛି ବିଜେଡି।

ପୁରୀ ଗଣଦୁଷ୍କର୍ମ ଘଟଣାକୁ ନେଇ ରାଜନୀତି କରାନଯାଉ ବୋଲି ଦଳର ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି। ଏହା ଏକ ସମ୍ବେଦନଶୀଳ ଘଟଣା। ବର୍ତ୍ତମାନ ସମୟରେ ପୀଡିତାର ଓ ତାର ପରିବାର ସହ ସମସ୍ତେ ଏକାଠି ଛିଡା ହେବା ଦରକାର। ଏହି ବ୍ୟାଧି ଏବେ ସାରା ଦେଶରେ ବ୍ୟାପି ଚାଲିଛି। ଏ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରାନଯାଉ ବୋଲି ସେ କହିଛନ୍ତି।

ସେହିପରି ଘଟଣାକୁ ବିରୋଧ କରି ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ଏପଟେ ସୁର ରାଉତରାୟଙ୍କ ନେତୃତ୍ବରେ ଛାତ୍ର କଂଗ୍ରେସର ନବୀନ ନିବାସ ଘେରାଉ କରିଛି।

ପୁରୀ ଗଣଦୁଷ୍କର୍ମ ଘଟଣାକୁ ନେଇ ରାଜନୀତି କରାନଯାଉ;ବିଜେଡି

ପୁରୀ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସମେତ 2 ଜଣ ଗିରଫ ହୋଇଥିବା ବେଳେ, 3 ଜଣ ଅଟକ ଅଛନ୍ତି। ଏ ଘଟଣାର ଚାର୍ଜସିଟ 20 ଦିନ ଭିତରେ ଦାଖଲ ହେବାସହ ପୀଡିତାଙ୍କୁ ନ୍ୟାୟ ମିଳିବ ବୋଲି କେନ୍ଦ୍ରାଞ୍ଚଳ DIG କହିଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ବିରୋଧିଙ୍କ ଚକ୍ରବ୍ୟୁହରେ ସରକାର। ରାଜ୍ୟରେ ମହିଳା ଅସୁରକ୍ଷିତ ଦାବି କରି ମୁଖ୍ୟମନ୍ତ୍ରୀ ଙ୍କୁ ଟାର୍ଗେଟ କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି। ଯାହାକୁ ନେଇ ଆଜି ଚାପରେ ସାମ୍ବାଦିକ ସମ୍ମିଳନୀ ଡାକି ନିଜ ତରଫରୁ ସ୍ପଷ୍ଟୀକରଣ ଦେଇଛି ବିଜେଡି। ଦଳର ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି, ଏହି ଘଟଣାକୁ ନେଇ ରାଜନୀତି କରାନଯାଉ। ରହ ର୍କ ସମ୍ବେଦନଶୀଳ ଘଟଣା। ଏହି ସମୟରେ ଆସନ୍ତୁ ଏକାଠି ହୋଇ ପିଡିତାଙ୍କ ସହିତ ଛିଡା ହେବା। ସାରା ଦେଶରେ ଏହି ବ୍ୟାଧି ଚାଲିଛି। ତେଣୁ ସରକାର ଙ୍କୁ ଟାର୍ଗେଟ କରାନଯାଉ ବୋଲିଂସେ କହିଛନ୍ତି।

Body:ବାଇଟ ଶ୍ରୀମୟୀ ମିଶ୍ର, ବିଜେଡି ମୁଖପାତ୍ର

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.