ETV Bharat / city

ସିବିଆଇ ଫେଲ ମନ୍ତବ୍ୟରେ କ୍ଷମା ମାଗନ୍ତୁ ସିପି: ବିରୋଧୀଦଳ ନେତା

author img

By

Published : Feb 24, 2021, 12:56 PM IST

Updated : Feb 24, 2021, 5:19 PM IST

ସିପି ଦେଇଥିବା ମନ୍ତବ୍ୟକୁ ନିନ୍ଦା କରିବା ସହ ସେ କ୍ଷମା ମାଗନ୍ତୁ ବୋଲି ଗୃହରେ ଦାବି କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ଅଧିକ ପଢନ୍ତୁ...

ବିରୋଧୀ ଦଳ ନେତା
ବିରୋଧୀ ଦଳ ନେତା

ଭୁବନେଶ୍ବର: 1999 ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ସିପି ଦେଇଥିବା ମନ୍ତବ୍ୟକୁ ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ସିବିଆଇ ପାରିଲା ନାହିଁ । ଆମେ ପାରିଲୁ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏମିତି ତାରତମ୍ୟ ରଖିବା ଠିକ ନୁହେଁ ବୋଲି ସେ କହିଛନ୍ତି ।

ସିବିଆଇ ଫେଲ ମନ୍ତବ୍ୟରେ କ୍ଷମା ମାଗନ୍ତୁ ସିପି: ବିରୋଧୀଦଳ ନେତା

ଏହାକୁ ନିନ୍ଦା ମଧ୍ୟ କରିଛନ୍ତି ସେ । ଏହା ସହ କୌଣସି ସରକାରୀ ଅଫିସର ନିଜ ବାହାଦୁରୀ ମାରି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ତାରତମ୍ୟ କରିବା ଅନୁଚିତ । ଯଦି ବାହାଦୂରୀ ନେବାର ଥିଲା ରାଜ୍ୟ ସରକାରଙ୍କ ପ୍ରତିନିଧି କହିଥିଲେ ଭଲ ହୋଇଥାନ୍ତା ବୋଲି ବିରୋଧୀ ଦଳ ନେତା କହିଛନ୍ତି ।

ଏହାକୁ ଦୃଷ୍ଟିରେ ରଖି ସେ କ୍ଷମା ମାଗିବା ଉଚିତ । ବାଚସ୍ପତି ଏନେଇ ରୁଲିଂ ଦିଅନ୍ତୁ ବୋଲି ଗୃହରେ ଦାବି କରିଛନ୍ତି ପ୍ରଦୀପ୍ତ ନାୟକ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Feb 24, 2021, 5:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.