ETV Bharat / city

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀଦଳ ନେତା

author img

By

Published : Mar 17, 2021, 7:27 PM IST

ଧାନ କିଣା ଅବ୍ୟବସ୍ଥା ଓ ଗୃହର ସୁପରିଚାଳନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ । ଅଧିକ ପଢନ୍ତୁ...

opposition leader pradipta nayak letter to cm naveen pattnaik
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀଦଳ ନେତା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ । ଧାନ କିଣା ଅବ୍ୟବସ୍ଥା ଓ ଗୃହର ସୁପରିଚାଳନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀଦଳ ନେତା ।

ବିଧାନସଭାର ବିଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟରେ ଗୃହରେ ଅଚଳାବସ୍ଥା ଜାରୀ ରହିଛି । ରାଜ୍ୟରେ ଧାନକିଣା ପ୍ରସଙ୍ଗ ଓ ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାକୁ ନେଇ ଉଭୟ ଶାସକ ଓ ବିରୋଧୀ ହୋହଲ୍ଲା ଜାରୀ ରଖିଛନ୍ତି । ଏନେଇ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଧାନ କିଣା ଅବ୍ୟବସ୍ଥା ଓ ଗୃହର ସୁପରିଚାଳନା ପାଇଁ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମୟ ମାଗିଛନ୍ତି ବିରୋଧୀଦଳ ନେତା । ଯେଉଁଠିକୁ ବି ମୁଖ୍ୟମନ୍ତ୍ରୀ ଆଲୋଚନା ପାଇଁ ଡାକିବେ ଆମେ ଯିବୁ । ଆମେ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି ବିରୋଧୀଦଳ ନେତା କହିଛନ୍ତି ।

ସୂଚନାଥାଉକି ବିଧାନସଭାରେ ଦେବଗଡ ବିଧାୟକ ସୁବଷ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ଗୃହରେ ଶାସକଦଳ ଓ ବିରୋଧୀଦଳ ମଧ୍ୟରେ ହୋହଲ୍ଲା ଜାରୀ ରହିଛି । ବିରୋଧୀ ଚାଷୀଙ୍କ ଧାନ କିଣାକୁ ନେଇ ଜିଦରେ ଅଟଳ ରହିଥିବାବେଳେ ଶାସକ ଦଳ ବିଧାୟକଙ୍କୁ କ୍ଷମା ମାଗିବା ପାଇଁ ଜିଦରେ ଅଟଳ ରହିଛନ୍ତି । ଏହି ପରିପ୍ରେକ୍ଷୀରେ ଗୃହରେ କୌଣସି କାର୍ଯ୍ୟହେଉନାହିଁ ଏହାକୁ ଦେଖି ବିରୋଧୀଦଳ ନେତା ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପାଇଁ ଚିଠି ଲେଖିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.