ETV Bharat / city

ସୁସ୍ଥ ସମାଜ ପାଇଁ କ୍ରିମିନାଲଙ୍କ ଟ୍ରିଟମେଣ୍ଟ ଜରୁରୀ: NIA SP - Bhubaneswar news

ଜାତୀୟ ତଦନ୍ତକାରୀ ସଂସ୍ଥାର ଏସପି ସତ୍ୟଜିତ ନାୟକଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର । ଗତ କିଛିଦିନ ତଳେ ନୂଆଦିଲ୍ଲୀରୁ ଭୁବନେଶ୍ବର ଆସିବା ସମୟରେ ଆମ ଟିମ ତାଙ୍କ ସହ ଅଧିକ ଆଲୋଚନା କରିଥିଲା ।

ଫଟୋ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର
author img

By

Published : Aug 19, 2019, 2:16 PM IST

ଭୁବନେଶ୍ବର: ଜାତୀୟ ତଦନ୍ତକାରୀ ସଂସ୍ଥାର ଏସପି ସତ୍ୟଜିତ ନାୟକଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର । ସେ ଦୁର୍ଦ୍ଦାନ୍ତ ଅପରାଧୀ ଟିଟୋକୁ ଏନକାଉଣ୍ଟର ହେଉ ବା ମୟୂରଭଞ୍ଜ ବଜ୍ରକାପ୍ତା ଭଳି ବିରଳ ପଶୁ ଚୋରା ଚାଲାଣ ରୋକିବାରେ ସେ ତାଙ୍କର ପରାକାଷ୍ଠା ଦେଖାଇଛନ୍ତି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ତେବେ ଗତ କିଛିଦିନ ତଳେ ନୂଆଦିଲ୍ଲୀରୁ ଭୁବନେଶ୍ବର ଆସିବା ସମୟରେ ଆମ ଟିମ ତାଙ୍କ ସହ ଅଧିକ ଆଲୋଚନା କରିଥିଲା ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Exclusive -ନେସନାଲ ଇନଭେଷ୍ଟିକେଟିଭ ଏଜେନ୍ସସି ବା ଜାତୀୟ ତଦନ୍ତ କରି ସଂସ୍ଥାର ର ଡେପୁଟି ଇନଚାର୍ଜ ଆଇପିଏସ ଡ଼ ସତ୍ୟଜିତ ନାଏକ ଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର।ଗତ କିଛି ଦିନ ତଳେ ନୂଆ ଦିଲ୍ଲୀ ରୁ ଭୁବନେଶ୍ୱର ଆସିବା ସମୟ ରେ ଆମ ଇଟିଭି ଭାରତ ଟିମ ସହ ସେ ସ୍ୱତନ୍ତ୍ର ସାକ୍ଷାତକାର କରିଥିଲେ।
ସେ ଦୁର୍ଦାନ୍ତ ଅପରାଧୀ ଟିଟେ କୁ ଏନକାଉଣ୍ଟର ହଉ ବା ମୟୁରଭଞ୍ଜ ବଜ୍ରକାପ୍ତ ଭଳି ମୂଲ୍ୟବାନ ଜନ୍ତୁ ର ଚୋରା ଚାଲାଣ ରେକିବାର ସାରା ଓଡ଼ିଶା ତାଙ୍କର ପରାକାଷ୍ଠା ଦେଖିଛି। ଅନ୍ୟ ପଟେ ସେ ନିଜ ଵୃତ୍ତି ଗତ ଜୀବନ ରେ ଯେତିକି ଫିଟ ସେ ଶାରୀରିକ ସ୍ତରେ ତା ଦୁଇ ଗୁଣ ଫିଟ ଆଉ ଫାଇନ । ତେବେ ଚାଲନ୍ତୁ ଶୁଣିବା ଆମ ଇଟିଭି ସମୂଖ ରେ କଣ ସବୁ କହିଛନ୍ତି।

Body:ନେସନାଲ ଇନଭେଷ୍ଟିକେଟିଭ ଏଜେନ୍ସସି ବା ଜାତୀୟ ତଦନ୍ତ କରି ସଂସ୍ଥାର ର ଡେପୁଟି ଇନଚାର୍ଜ ଆଇପିଏସ ଡ଼ ସତ୍ୟଜିତ ନାଏକ ଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର।ଗତ କିଛି ଦିନ ତଳେ ନୂଆ ଦିଲ୍ଲୀ ରୁ ଭୁବନେଶ୍ୱର ଆସିବା ସମୟ ରେ ଆମ ଇଟିଭି ଭାରତ ଟିମ ସହ ସେ ସ୍ୱତନ୍ତ୍ର ସାକ୍ଷାତକାର କରିଥିଲେ।
ସେ ଦୁର୍ଦାନ୍ତ ଅପରାଧୀ ଟିଟେ କୁ ଏନକାଉଣ୍ଟର ହଉ ବା ମୟୁରଭଞ୍ଜ ବଜ୍ରକାପ୍ତ ଭଳି ମୂଲ୍ୟବାନ ଜନ୍ତୁ ର ଚୋରା ଚାଲାଣ ରେକିବାର ସାରା ଓଡ଼ିଶା ତାଙ୍କର ପରାକାଷ୍ଠା ଦେଖିଛି। ଅନ୍ୟ ପଟେ ସେ ନିଜ ଵୃତ୍ତି ଗତ ଜୀବନ ରେ ଯେତିକି ଫିଟ ସେ ଶାରୀରିକ ସ୍ତରେ ତା ଦୁଇ ଗୁଣ ଫିଟ ଆଉ ଫାଇନ । ତେବେ ଚାଲନ୍ତୁ ଶୁଣିବା ଆମ ଇଟିଭି ସମୂଖ ରେ କଣ ସବୁ କହିଛନ୍ତି।

ପ୍ରତିନିଧି- ଆପଣ 3ଘଂଟା 48 ମିନିଟ ରେ 42 କିଲେମିଟର ଦୌଡ଼ ପାରନ୍ତି । ଏ ଦୌଡ଼ କାହା ପାଇଁ ନିଜ ଶରୀର ପାଇଁ ନା ଅପରାଧୀ କୁ ଡ଼ରାଇବା ପାଇଁ?

ଡ଼ ସତ୍ୟଜିତ-ଦୌଡ଼ ଦୁଇ ଜଣ ଙ୍କ ପାଇଁ ଆମେ ଯେତେ ଫିଟ ରହିବୁ ଚେର ଆମକୁ ସେତେକି ଡରିବ।

ପ୍ରତିନିଧି- ଆପଣ ଙ୍କ ସହ ସାରା ଦିଲ୍ଲୀ ର ନେସନାଲ ଇନଭେଷ୍ଟିକେଟିଭ ଏଜେନ୍ସସି ବି ଆପଣ ଙ୍କ ସହ ଦୌଡୁଛନ୍ତି।

ଡ଼ ସତ୍ୟଜିତ-ସେଠାକାର ଅଫିସର ବି ବହୁତ ଫିଟ,

ପ୍ରତିନିଧି- ଦୁରଦାନ୍ତ ଅପରାଧୀ ଟିଟେ କୁ ଆପଣ ଏନକାଉଣ୍ଟର କରିଥିଲେ କିଭଳି ଥିଲା ଆପଣ ଙ୍କ କଳ ବଳ ଓ କୌଶଳ ?ଆଉ ଏନକାଉଣ୍ଟର ଆପଣଙ୍କୁ ଏକ୍ସରସାଇଜ ଦିଏ କି?

ଡ଼ ସତ୍ୟଜିତ- ଦେଖନ୍ତୁ ଆମେ ଯାହା ବି କରୁ ସେଥିରେ ଆମର ଟିମ ଏଫଟ ଥାଏ , ସମସ୍ତ ଙ୍କ ସହଯୋଗ ରେ ହିଁ ସବୁ କାମ କୁ ସଫଳ କରାଯାଏ।

ପ୍ରତିନିଧି- ସତ୍ୟଜିତ ବାବୁ ଆପଣ ରନିଙ୍ଗ ,ଜଗିଙ୍ଗ ସହ ହର୍ଷ ରାଇଡିଙ୍ଗ ବି କରନ୍ତି ,କିନ୍ତୁ ଆମ ଗଣତାନ୍ତ୍ରିକ ଦେଶର ଘୋଡା ଚାଳକ ହିଁ ଦେଶ ଚଲାଇ ଥାଏ। ତ ଆପଣ କେବେ ଘୋଡା ଚାଳକ ହେବା କୁ ପସନ୍ଦ କରିବେ କି?

ଡ଼ ସତ୍ୟଜିତ- ନା ମୋର ସେମିତି ଘୋଡା ଚାଳକ ହେବାଇ ସଉକ ନାହିଁ। ମୁ ମୋର ଚାକିରୀ ଭିତରେ ହିଁ ଦେଶ ର ପାଇଁ ସେବା କରିବି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.