ETV Bharat / city

ରାଜ୍ୟରେ ଆଉ ଜଣେ କୋରୋନା ପଜିଟିଭ ଚିହ୍ନଟ, 40 ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା - ଓଡିଶାରେ କୋରୋନା

ରାଜ୍ୟରେ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ । ସମ୍ପୃକ୍ତ ବ୍ୟକ୍ତି ଜଣଙ୍କର ଦୁବାଇରେ ଲିଙ୍କ ରହିଥିବା ଜଣାପଡିଛି ।

coronavirus news, corona update, corona in odisha, odisha latest news, corona update in odisha, କୋରୋନା ଭାଇରସ ନ୍ୟୁ୍‌ଜ, କୋରୋନା ଅପଡେଟ, ଓଡିଶାରେ କୋରୋନା, ଓଡିଶା ଲାଟେଷ୍ଟ ନ୍ୟୁଜ୍‌
ରାଜ୍ୟରେ ଆଉ ଜଣେ କୋରୋନା ପଜିଟିଭ ଚିହ୍ନଟ, 40 ଛୁଇଁଲା ଆକ୍ରାନ୍ତ ସଂଖ୍ୟା
author img

By

Published : Apr 6, 2020, 10:38 PM IST

Updated : Apr 6, 2020, 10:46 PM IST

ଭୁବନେଶ୍ବର: ରାଜ୍ୟରେ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ । ସମ୍ପୃକ୍ତ ବ୍ୟକ୍ତି ଜଣଙ୍କର ଦୁବାଇ ଲିଙ୍କ ରହିଥିବା ଜଣାପଡିଛି। ସେ କେନ୍ଦ୍ରାପଡ଼ା ଜିଲ୍ଲାର ହୋଇଥିବା ବେଳେ ଏହି 32 ବର୍ଷୀୟ ଯୁବକ ଜଣଙ୍କ ସୋମବାର କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ଓଡ଼ିଶାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 40ରେ ପହଞ୍ଚିଛି।

coronavirus news, corona update, corona in odisha, odisha latest news, corona update in odisha, କୋରୋନା ଭାଇରସ ନ୍ୟୁ୍‌ଜ, କୋରୋନା ଅପଡେଟ, ଓଡିଶାରେ କୋରୋନା, ଓଡିଶା ଲାଟେଷ୍ଟ ନ୍ୟୁଜ୍‌
ରାଜ୍ୟରେ ଆଉ ଜଣେ କୋରୋନା ପଜିଟିଭ ଚିହ୍ନଟ, 40 ଛୁଇଁଲା ଆକ୍ରାନ୍ତ ସଂଖ୍ୟା

ସୂଚନା ଅନୁଯାୟୀ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଗତ ମାର୍ଚ୍ଚ 24 ତାରିଖରେ ଦୁବାଇରୁ ଓଡ଼ିଶା ଫେରିଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ସେ କାହା କାହା ସଂସ୍ପର୍ଶରେ ଆସିଛନ୍ତି ତାହାକୁ ନେଇ ରାଜ୍ୟ ସରକାର ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ସୂଚନା ଓ ଲୋକ ସମ୍ପର୍କ ବିଭାଗ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Apr 6, 2020, 10:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.