ETV Bharat / city

ଗହଣା ଦୋକାନରୁ ଚୋରି ହେଲା କୋଟିଏ ଟଙ୍କାର ଗହଣା

ଡେଲଟା ଛକରୁ ନେଇଗଲେ କୋଟିଏ ଟଙ୍କାର ଗହଣା
ଡେଲଟା ଛକରୁ ନେଇଗଲେ କୋଟିଏ ଟଙ୍କାର ଗହଣା
author img

By

Published : Dec 5, 2021, 10:58 PM IST

22:50 December 05

ଡେଲଟା ଛକରୁ ନେଇଗଲେ କୋଟିଏ ଟଙ୍କାର ଗହଣା

ଭୁବନେଶ୍ୱର: ଡେଲ୍‌ଟା ଛକରେ ଥିବା ଏକ ଗହଣା ଦୋକାନରୁ ଭରି ଭରି ଗହଣା ଲୁଟି ନେଲେ ଲୁଟେରା । ଏହାକୁ ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି । ଗତକାଲି ରାତି(ଶନିବାର)ରେ ଦୁର୍ବୃତ୍ତ ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି । ଲୁଟ୍‌ ହୋଇଥିବା ଗହଣାର ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବା ନେଇ ସୂଚନା ମିଳିଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.