ETV Bharat / city

ଗୁରୁଶ୍ରୀ ସମ୍ମାନରେ ସାମ୍ନାନିତ ହେଲେ ଆଉ 3 ଯୁବ କଳାକାର - ତିନି ଯୁବ ପ୍ରତିଭା

ନିଜର ଜୀବନ ବ୍ୟାପି ଓଡିଶୀ ସାଧନା ପାଇଁ ଦୀପ୍ତି ମିଶ୍ରଙ୍କୁ ରବିବାର ଗୁରୁଶ୍ରୀ ସମ୍ମାନ ଦିଆଯାଇଥିବା ବେଳେ ସୋମବାର ଶେଷ ସନ୍ଧ୍ୟାରେ ତିନି ଯୁବ ପ୍ରତିଭାଙ୍କୁ ମଧ୍ୟ ସାମ୍ମାନିତ କରାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Aug 20, 2019, 6:50 AM IST

ଭୁବନେଶ୍ବର: ନିଜର ଜୀବନ ବ୍ୟାପି ଓଡିଶୀ ସାଧନା ପାଇଁ ଦୀପ୍ତି ମିଶ୍ରଙ୍କୁ ରବିବାର ଗୁରୁଶ୍ରୀ ସମ୍ମାନ ଦିଆଯାଇଥିବା ବେଳେ ସୋମବାର ଶେଷ ସନ୍ଧ୍ୟାରେ ତିନି ଯୁବ ପ୍ରତିଭାଙ୍କୁ ମଧ୍ୟ ସାମ୍ମାନିତ କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଶ୍ରେଷ୍ଠ ଓଡିଶୀ ନୃତ୍ୟ ରେ ସୌରଭ ମହାନ୍ତି, ଆଧୁନିକ ନାଚରେ ସାରସ୍ବରୂପା ମିଶ୍ରଙ୍କ ସହ ଆଶୁତୋଷ ପ୍ରଧାନଙ୍କ ଶ୍ରେଷ୍ଠ ଚିତ୍ରକଳାରେ ସାମ୍ନାନିତ କରାଯାଇଛି। ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପରେ ଏହା ଅନୁଷ୍ଠିତ ହୋଇଥିବା ବେଳେ ସୋମବାର ରାଗ ମଲ୍ଲିକ୍କା ଦୁଇ ରାମାୟଣ ପ୍ରଦର୍ଶିତ ହେଇଛି ।

ଅନ୍ୟପଟେ ରବିବାର ଦୀପ୍ତି ମିଶ୍ର ଙ୍କୁ ପୁରସ୍କାର ରାଶି ସହ ମାନପତ୍ର ଦିଆଯାଇ ଗୁରୁଶ୍ରୀ ସମ୍ମାନ 2019 ରେ ଆଭୂଷିତ କରାଯାଇଛି । ଗୁରୁଶ୍ରୀ ସମ୍ମାନକୁ ଚଳିତ ବର୍ଷ 9 ବର୍ଷ ପୂରଣ ହୋଇଥିବା ବେଳେ ଆଗାମୀ ଦିନରେ ଅନେକ ଓଡିଶୀ ସାଧନା କରୁଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରିବ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.