ETV Bharat / city

ଏଣିକି ଆକାଉଣ୍ଟକୁ ଆସିବ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା - ଆକାଉଣ୍ଟରେ ପେନସନ ଟଙ୍କା

ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ବୋଲି ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସୂଚନା । ନଭେମ୍ବର 30ରୁ ଲାଗୁ ହେବ ଏହି ବ୍ୟବସ୍ଥା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 24, 2019, 7:24 PM IST

ଭୁବନେଶ୍ବର: ଏଣିକି ଆକାଉଣ୍ଟରେରେ ମିଳିବ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା । ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଲାଗୁ ହେବ ଏହି ବ୍ଯବସ୍ଥା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ମଧୁବାବୁ ପେନସନ ସ୍କିମରେ 28 ଲକ୍ଷ ଓ ଏନଏସଏପିର 20 ଲକ୍ଷ ହିତାଧିକାରୀ ଉପକୃତ ହେବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ବ୍ୟାଙ୍କ ସୁବିଧା ନଥିବା ଅଞ୍ଚଳରେ ସିଧାସଳଖ ବ୍ଲକ ଓ ପଞ୍ଚାୟତରୁ ହିତାଧକାରୀ ନଗଦ ଟଙ୍କା ନେଇପାରିବେ ।

ନଭେମ୍ବର 30ରୁ ଏହି ବ୍ୟବସ୍ଥା ଲାଗୁ ହେବା ସହ ହିତାଧିକାରୀଙ୍କ ଅକାଉଣ୍ଟକୁ ଆଧାର ଲିଙ୍କ କରାଯିବା ନେଇ ନିଷ୍ପତ୍ତି ହୋଇଛି । ମଧୁବାବୁ ପେନସନ ଯୋଜନାରେ 60 ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ମାସିକ 500 ଏବଂ 80 ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ 700 ଟଙ୍କା ଭତ୍ତା ମିଳୁଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ଏଣିକି ଆକାଉଣ୍ଟରେ ରେ ମିଳିବ ବାଦ୍ଧକ୍ୟ ଭତ୍ତା ଟଙ୍କା ।ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ।ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହା ଲାଗୁ ହେବ ଏହି ବ୍ଯବସ୍ଥା ।
Body:ମଧୁବାବୁ ପେନସନ ସ୍କିମରେ 28 ଲକ୍ଷ ଓ ଏନଏସଏପି ର 20 ଲକ୍ଷ ହିତାଧିକାଟି ଉପକୃତ ହେବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।,ବ୍ୟାଙ୍କ ସୁବିଧା ନଥିବା ଅଂଚଳରେ ସିଧାସଳଖ ବ୍ଲକ ଓ ପଞ୍ଚାୟତରୁ କ୍ୟାସ ନେଇପାରିବେ,Conclusion:ନଭେମ୍ବର 30ରୁ ଏହି ବ୍ୟବସ୍ତା ଲାଗୁ ହେବ,ହିତାଧିକାରୀଙ୍କ ଅକାଉଣ୍ଟକୁ ଆଧାର ଲିଙ୍କ କରାଯିବା ନେଇ ହୋଇଛି ନିଷ୍ପତ୍ତି ,ମଧୁବାବୁ ପେନସନ ଯୋଜନାରେ 60 ବର୍ଷରୁ ଉର୍ଧ୍ବ ବ୍ୟକ୍ତିଙ୍କୁ ମାସିକ500 ଏବଂ 80 ବର୍ଷରୁ ଉର୍ଧ୍ବ ବ୍ୟକ୍ତିଙ୍କୁ 700 ଟଙ୍କା ମିଳୁଛି
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ପ୍ରତିକ୍ରିୟା ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.