ETV Bharat / city

ଆଜିଠୁ OJEE ଅନଲାଇନ କାଉନସେଲିଂ ଆରମ୍ଭ - ojee web counselling

ଆଜିଠୁ(ମଙ୍ଗଳବାର) ଆରମ୍ଭ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା OJEE ପାଇଁ ୱେବ ବେସଡ୍ କାଉନସେଲିଂ ପ୍ରକ୍ରିୟା । 10ଟି ବିଷୟରେ ଆରମ୍ଭ ହେବ କାଉନସେଲିଂ। ଅଧିକ ପଢନ୍ତୁ...

ଆଜିଠୁ OJEE କାଉନସେଲିଂ, 10ଟି ବିଷୟରେ ହେବ କାଉନସେଲିଂ

author img

By

Published : Oct 5, 2021, 8:16 AM IST

ଭୁବନେଶ୍ବର: ଆଜିଠୁ(ମଙ୍ଗଳବାର) ଆରମ୍ଭ ହେବ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା OJEE ପାଇଁ ୱେବ ବେସଡ୍ କାଉନସେଲିଂ ପ୍ରକ୍ରିୟା । www.odishajee.nic.inରେ ତଥ୍ୟ ଉପଲବ୍ଧ ହେବ। 10 ଟି ବିଷୟରେ ଆରମ୍ଭ ହେବ କାଉନସେଲିଂ। ଏହାଛଡା ଅନ୍ୟ ପାଠ୍ୟକ୍ରମରେ ଖୁବଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି ।

ଏମବିଏ, ଏମସିଏ, ଏମଟେକ, ଏମଫାର୍ମ, ଡିପ୍ଲୋମା, ଏଲଇ ଫାର୍ମା ଓ ଇଣ୍ଟିଗ୍ରେଡେଟ ଏମବିଏ ପ୍ରୋଗ୍ରାମ ପାଇଁ କାଉନସେଲିଂ ଆରମ୍ଭ ହେବ । ଏନେଇ ପ୍ରାର୍ଥୀଙ୍କୁ OJEE ୱେବସାଇଟ୍ www.ojee.nic.in/www.odishajee.com) ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି ।

ପ୍ରକାଶ ଥାଉକି, ସେପ୍ଟେମ୍ବର ୨୯ରେ ପ୍ରକାଶ ପାଇଥିଲା OJEE ରେଜଲ୍ଟ । ୪୯ ହଜାର ୨୭୯ ଜଣଙ୍କୁ ପରୀକ୍ଷାରେ ରାଙ୍କ ମିଳିଥିଲା । ୪୯ ହଜାର ୩୬୦ ଜଣ ଛାତ୍ରଛାତ୍ରୀ ଦେଇଥିଲେ ଓଜେଇଇ ପରୀକ୍ଷା।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.