ETV Bharat / city

ଆସନ୍ତା 12ରୁ OJEE ପରୀକ୍ଷା, 5ରୁ ମିଳିବ ଆଡମିଟ କାର୍ଡ - ଆସନ୍ତା 12 ରୁ ଆରମ୍ଭ ହେବ OJEE ପରୀକ୍ଷା

ପ୍ରକାଶ ପାଇଲା OJEE ପରୀକ୍ଷା ସୂଚୀ । ଆସନ୍ତା 12ରୁ ଆରମ୍ଭ ହେବ ଓଜେଇଇ ପରୀକ୍ଷା । ଅକ୍ଟୋବର 5 ରୁ ojee.nic.in ରେ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ ଛାତ୍ରଛାତ୍ରୀ ।

ପ୍ରକାଶ ପାଇଲା OJEE ପରୀକ୍ଷା ସୂଚୀ; ଆସନ୍ତା 12 ରୁ ପରୀକ୍ଷା ଆରମ୍ଭ, 5 ରୁ ମିଳିବ ଆଡମିଟ କାର୍ଡ

author img

By

Published : Oct 1, 2020, 5:37 PM IST

Updated : Oct 1, 2020, 7:06 PM IST

ଭୁବନେଶ୍ବର: ପ୍ରକାଶ ପାଇଲା OJEE ପରୀକ୍ଷା ସୂଚୀ । ଆସନ୍ତା 12 ରୁ ଆରମ୍ଭ ହେବ ଓଜେଇଇ ପରୀକ୍ଷା । ଅକ୍ଟୋବର 5 ରୁ ojee.nic.in ରେ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ ଛାତ୍ରଛାତ୍ରୀ । ପରୀକ୍ଷାର୍ଥୀ ଆଇଡି ପାସୱାର୍ଡ ଦେଇ ଡାଉନଲୋଡ କରିପାରିବେ। ଦୈନିକ 3 ଟି ସିଫ୍ଟରେ ପରୀକ୍ଷା ହେବ ବୋଲି ସୂଚନା ଦିଆଯାଇଛି ।

ଆସନ୍ତା 12ରୁ OJEE ପରୀକ୍ଷା, 5ରୁ ମିଳିବ ଆଡମିଟ କାର୍ଡ

ଓଜେଇଇ ପାଇଁ 79 ହଜାର 800 ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ପରୀକ୍ଷାକୁ ମଲ୍ଟିପୁଲ ଭାବରେ କରାଯିବ। ଏହି ପରୀକ୍ଷା ପାଇଁ 3 ଟି ସିଫ୍ଟିଙ୍ଗରେ ପରୀକ୍ଷା କରାଯିବ । 12 ତାରିଖରୁ ଆରମ୍ଭ ହୋଇଥିବା ପରୀକ୍ଷା 19 ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ସମସ୍ତ ପରୀକ୍ଷା 3ଟି ସିଫ୍ଟିଙ୍ଗରେ କରାଯାଉଥିବା ବେଳେ ସକାଳ 9 ଟାରୁ ଆରମ୍ଭ ହୋଇ ପରୀକ୍ଷା 11 ସମୟରେ ଶେଷ ହେବ । ସେହିପରି 12 ଟା 30 ରୁ ଆରମ୍ଭ ହୋଇ 2 ଟା 30 ଅର୍ଯ୍ୟନ୍ତ ଚାଲିବ। ସେହିପରି ଭାବରେ ଅପରାହ୍ନ 4 ଟା ସମୟରୁ 6 ଟା ପର୍ଯ୍ୟନ୍ତ ପରୀକ୍ଷା ଚଳିବ।

ପ୍ରକାଶ ପାଇଲା OJEE ପରୀକ୍ଷା ସୂଚୀ; ଆସନ୍ତା 12 ରୁ ପରୀକ୍ଷା ଆରମ୍ଭ, 5 ରୁ ମିଳିବ ଆଡମିଟ କାର୍ଡ
ପ୍ରକାଶ ପାଇଲା OJEE ପରୀକ୍ଷା ସୂଚୀ; ଆସନ୍ତା 12 ରୁ ପରୀକ୍ଷା ଆରମ୍ଭ, 5 ରୁ ମିଳିବ ଆଡମିଟ କାର୍ଡ

ଏଲଟି ଟେକ, ଡିପ୍ଲୋମା, ବି ଫାର୍ମା, ଏମସିଏ, ଏମ ଟେକ, ଏମବିଏ ଅଣ୍ଡ ଏମ ଫାର୍ମା ଆଦିର ପରୀକ୍ଷା କରାଯିବ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Oct 1, 2020, 7:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.