ETV Bharat / city

ଏବେ ସୁଦ୍ଧା OJEE ପାଇଁ 11,700 ଛାତ୍ରଛାତ୍ରୀଙ୍କ ହୋଇଛି ରେଜିଷ୍ଟ୍ରେସନ

OJEE ଦ୍ୱାରା ପରିଚାଳିତ କାଉନସେଲିଂରେ ଭାଗ ନେବାକୁ ପ୍ରାୟ 11,700 ଛାତ୍ରଛାତ୍ରୀ ରେଜିଷ୍ଟ୍ରେସନ କରିଛନ୍ତି । ଯଦିଓ ରାଜ୍ୟରେ 32,000ରୁ ଅଧିକ ଇଞ୍ଜିନିୟରିଂ ସିଟ ରହିଛି । ଅଧିକ ପଢନ୍ତୁ...

author img

By

Published : Nov 7, 2021, 7:16 PM IST

ଏବେ ସୁଧା OJEE ପାଇଁ 11,700 ଛାତ୍ରଛାତ୍ରୀ ହୋଇଛି ରେଜିଷ୍ଟ୍ରେସନ

ଭୁବନେଶ୍ବର : ଓଡିଶା ମିଳିତ ପ୍ରବେଶିକା ପରୀକ୍ଷା (OJEE) ଦ୍ୱାରା ପରିଚାଳିତ କାଉନସେଲିଂରେ ଭାଗ ନେବାକୁ ପ୍ରାୟ 11,700 ଛାତ୍ରଛାତ୍ରୀ ରେଜିଷ୍ଟ୍ରେସନ କରିଛନ୍ତି । ଯଦିଓ ରାଜ୍ୟରେ 32,000ରୁ ଅଧିକ ଇଞ୍ଜିନିୟରିଂ ସିଟ ରହିଛି । ସରକାରୀ କଲେଜରେ 4 ହଜାର ଓ ବେସରକାରୀ କଲେଜରେ 28 ହଜାର ସିଟ ରହିଛି ।

ଏନେଇ ଓଜେଇଇ ଚେୟାରମ୍ୟାନ ସୁଦୀପ ଚାନ୍ଦ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ବିଭିନ୍ନ ଟେକନିକାଲ ଓ ପ୍ରଫେସନାଲ କୋର୍ସରେ ଆଡମିଶନ ପାଇଁ ଓଜେଇଇର କାଉନସିଲିଂ ପ୍ରକ୍ରିୟା ଚାଲୁ ରହିଛି । ଏହା ପର୍ଯ୍ୟାୟ କ୍ରମେ ଚାଲୁ ରହିବ । ଏପର୍ଯ୍ୟନ୍ତ 11 ହଜାର 700 ପିଲା କେବଳ ରେଜିଷ୍ଟ୍ରେସନ କରିଛନ୍ତି । ଏହା ପରେ ସ୍ପେଶାଲ ଓଜେଇଇ ବିଟେକ ପିଲାମାନେ 10 ତାରିଖରେ ରେଜିଷ୍ଟ୍ରେସନ କରିପାରିବେ । ଆଶା କରାଯାଉଛି ଆହୁରି ଅଧିକ ପିଲା ରେଜିଷ୍ଟ୍ରେସନ କରିବେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.