ETV Bharat / city

ଆଜି ଠାରୁ ଓଜେଇଇ ଆବେଦନ - ojee exam news

ଆଜି ଠାରୁ ଛାତ୍ରଛାତ୍ରୀ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଦେବା ପାଇଁ ଅନଲାଇନରେ ଆବେଦନ କରିପାରିବେ । ମାର୍ଚ୍ଚ 20 ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏହି ଆବେଦନ କରିପାରିବେ । ଅଧିକ ପଢନ୍ତୁ...

OJEE-2020 exam for application
ଆଜି ଠାରୁ ଓଜେଇଇ ଆବେଦନ
author img

By

Published : Feb 6, 2020, 9:26 AM IST

Updated : Feb 6, 2020, 10:42 AM IST

ଭୁବନେଶ୍ବର: ଆଜି ଠାରୁ ଛାତ୍ରଛାତ୍ରୀ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଦେବା ପାଇଁ ଅନଲାଇନରେ ଆବେଦନ କରିପାରିବେ । ମାର୍ଚ୍ଚ 20 ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏହି ଆବେଦନ କରିପାରିବେ ।

ତେବେ ଏପ୍ରିଲ 20ରୁ ଏନେଇ ଛାତ୍ରଛାତ୍ରୀଙ୍କୁ ଆଡମିଟ କାର୍ଡ ମିଳିବ । ଆସନ୍ତା ମେ ମାସ ପ୍ରଥମ ସପ୍ତାହରେ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହେବ । ଚଳିତ ବର୍ଷ ଓଜେଇଇର ସମସ୍ତ ବିଭାଗର ପରୀକ୍ଷା ଅନଲାଇନରେ କରାଯିବ । ଓଜେଇଇରେ ର୍ୟାଙ୍କ ହାସଲ ପରେ ଏମ ଫାର୍ମ, ଏମବିଏ, ଏମସିଏ, ଏମ ଟେକ, ଏପରି ଭାବରେ ଅନେକ ପାଠ୍ୟକ୍ରମ ଛାତ୍ରଛାତ୍ରୀ ପଢିପାରିବେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ଆଜି ଠାରୁ ଓଜେଇଇ ଆବେଦନ। ଏପ୍ରିଲ 20 ରୁ ମିଳିବ ଆଡମିଟ କାର୍ଡ।

ଆଜି ଠାରୁ ଧତ୍ର ଛାତ୍ରୀମାନେ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଦେବା ପାଇଁ ଆଜିଠାରୁ ଅନଲାଇନରେ ଆବେଦନ କରିପାରିବେ।

Body:
ଏହି ଓଜେଇଇ ଆବେଦନ ମାର୍ଚ 20 ପର୍ଯ୍ୟନ୍ତ ଚାଲିବ। ଏପରିକି ଏପ୍ରିଲ 20 ରୁ ମିଳିବ ଆଡମିଟ କାର୍ଡ। ତେବେ ଆସନ୍ତା ମେ ମାସ ପ୍ରଥମ ସପ୍ତାହ ରେ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହେବ। ଚଳିତ ବର୍ଷ ଓଜେଇଇର ସମସ୍ୟା ବିଭାଗର ପରୀକ୍ଷା ଅନଲାଇନରେ କରାଯିବ।
ଓଜେଇଇ ରେ ରାଙ୍କ ହାସଲ ପରେ ଏମ ଫର୍ମା, ଏମବିଏ, ଏମସିଏ, ଏମ ଟେକ, ଏପରି ଭାବରେ ଅନେକ ପାଠ୍ୟକ୍ରମ ପଡ଼ିଓଆରିବେ।

Conclusion:
Last Updated : Feb 6, 2020, 10:42 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.