ETV Bharat / city

କୋରୋନା ଯୋଗୁଁ ଘୁଞ୍ଚିଲା OJEE ଆବେଦନ ତାରିଖ - ଓଜେଇ

ପୁଣି ଘୁଞ୍ଚିଲା OJEE ପରୀକ୍ଷା, ଜୁଲାଇରେ ହେବ ନୂଆ ତାରିଖ ଘୋଷଣା । ଅଧିକ ପଢ଼ନ୍ତୁ...

OJEE, Examination got postponed, ଓଜେଇ, ଘୁଞ୍ଚିଲା OJE ପରୀକ୍ଷା
କୋରୋନା ଯୋଗୁଁ ପୁଣି ସ୍ଥଗିତ OJE ପରୀକ୍ଷା
author img

By

Published : Jun 14, 2021, 6:16 PM IST

Updated : Jun 14, 2021, 8:03 PM IST

ଭୁବନେଶ୍ବର: କୋରୋନା ଯୋଗୁଁ ଘୁଞ୍ଚିଲା ଓଜେଇ (OJEE) ପରୀକ୍ଷା । 12 ଜୁଲାଇ ପର୍ଯ୍ୟନ୍ତ ଘୁଞ୍ଚିଲା ଅନଲାଇନ ଆବେଦନ ତାରିଖ । କୋରୋନା ମହାମାରୀ ସମୟରେ ଅନେକ ପ୍ରବେଶିକା ପରୀକ୍ଷା ସ୍ଥଗିତ ରହିଥିବା ବେଳେ ଓଜେଇ ପରୀକ୍ଷାକୁ ମଧ୍ୟ ସ୍ଥଗିତ କରାଯାଇଥିଲା। ତେବେ ପରେ ପରୀକ୍ଷା ଜୁନ୍‌ 17 ରୁ 24 ମଧ୍ୟରେ ହେବ ବୋଲି ଘୋଷମଣା କରାଯାଇଥିଲା । କିନ୍ତୁ କୋରୋନା ପରିସ୍ଥିତିକୁ ଦେଖି ବର୍ତ୍ତମାନ ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି ।

OJEE, Examination got postponed, ଓଜେଇ, ଘୁଞ୍ଚିଲା OJE ପରୀକ୍ଷା
କୋରୋନା ଯୋଗୁଁ ପୁଣି ସ୍ଥଗିତ OJE ପରୀକ୍ଷା

କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଓଡି଼ଶା ମିଳିତ ପ୍ରବେଶିକା ପରୀକ୍ଷା (OJEE) ଯାହା ଜୁନ 17 ରୁ 24 ତାରିଖ ମଧ୍ୟରେ ସ୍ଥିର ହୋଇଥିଲା ଏହାକୁ ସ୍ଥଗିତ ରଖାଯାଇଛି। କୋରୋନା ମହାମାରୀ ଯୋଗୁଁ ଆସନ୍ତା ଜୁଲାଇ ପ୍ରଥମ ସପ୍ତାହରେ ପରୀକ୍ଷାର ସଂଶୋଧିତ ତାରିଖଗୁଡ଼ିକୁ ପୁନର୍ବାର ଘୋଷଣା କରାଯିବ। ଅନଲାଇନ୍ ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ହେଉଛି 12 ଜୁଲାଇ ଏବଂ ଫି ପାଇଁ ଶେଷ ତାରିଖ ହେଉଛି 14 ଜୁଲାଇ। ଏନେଇ ବିଧିବଦ୍ଧ ଭାବରେ ଓଜେଇ ପକ୍ଷରୁ ବିଂଜ୍ଞପ୍ତି ପ୍ରକାଶ ପାଇଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଇଟିଭି ଭାରତ

Last Updated : Jun 14, 2021, 8:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.