ETV Bharat / city

ଟ୍ରାଫିକ ଡିସିପିଙ୍କୁ OHRCର ସମନ - OHRC summons traffic DCP

ଟ୍ରାଫିକ ସମସ୍ୟାକୁ ନେଇ ଟ୍ରାଫିକ ଡିସିପିଙ୍କୁ ରାଜ୍ୟ ମାନବାଧିକାର ଆୟୋଗରେ ହାଜର ପାଇଁ ସମନ କରାଯାଇଛି । ଟ୍ରାଫିକ ସମସ୍ୟାକୁ ନେଇ ଆୟୋଗରେ ମାମଲା ରହିଛି । ଅଧିକ ପଢନ୍ତୁ...

ଟ୍ରାଫିକ ଡିସିପିଙ୍କୁ OHRC ର ସମନ
ଟ୍ରାଫିକ ଡିସିପିଙ୍କୁ OHRC ର ସମନ
author img

By

Published : Dec 31, 2020, 11:05 PM IST

ଭୁବନେଶ୍ବର: ଟ୍ରାଫିକ ସମସ୍ୟାକୁ ନେଇ ଟ୍ରାଫିକ ଡିସିପିଙ୍କୁ ରାଜ୍ୟ ମାନବାଧିକାର ଆୟୋଗରେ ହାଜର ପାଇଁ ସମନ କରାଯାଇଛି । ଟ୍ରାଫିକ ସମସ୍ୟାକୁ ନେଇ ଆୟୋଗରେ ମାମଲା ରହିଛି ।

ଟ୍ରାଫିକ ଡିସିପିଙ୍କୁ OHRC ର ସମନ
ଟ୍ରାଫିକ ଡିସିପିଙ୍କୁ OHRC ର ସମନ

ଭୁବନେଶ୍ୱର କଟକ ସହରରେ ଟ୍ରାଫିକ ସମସ୍ୟାକୁ ନେଇ ରାଜ୍ୟ ମାନବାଧିକାର କ୍ଷୁବ୍ଧ ହୋଇଥିବାବେଳେ ଏହାକୁ ନେଇ ଟ୍ରାଫିକ ଡିସିପିଙ୍କୁ ରାଜ୍ୟ ମାନବାଧିକାର ନୋଟିସ କରିଥିଲା । ନୋଟିସ ଡିସେମ୍ଵର 7ରେ ଆୟୋଗରେ ହଜାର ପାଇଁ ନୋଟିସ ରହିଥିଲା । ତେବେ ଟ୍ରାଫିକ ଡିସିପି ସୋମ୍ୟା ମିଶ୍ର ରାଜ୍ୟ ମାନବାଧିକାର ଆୟୋଗରେ ହାଜର ହୋଇନଥିଲେ । ପରବର୍ତ୍ତୀ ସମୟରେ 14 ଡିସେମ୍ଵରରେ ନୋଟିସ କରାଯାଇଥିଲେ ମଧ୍ୟ ହଜାର ହୋଇନଥିଲେ ।

ତେବେ ଟ୍ରାଫିକ ସମସ୍ୟାକୁ ନେଇ ଆୟୋଗରେ ରହୁଥିବା ମାମଲାର ସମାଧାନ କରିବାରେ ଅସମର୍ଥ ଆୟୋଗ । ତେବେ ବାରମ୍ବାର ହଜାର ନହେବା କାରଣରୁ ଡିସିପି ଟ୍ରାଫିକଙ୍କୁ ସମନ ଜାରି କରିଛନ୍ତି ରାଜ୍ୟ ମାନବାଧିକାର ଆୟୋଗ । ତେବେ ଜାନୁଆରୀ 11 ତାରିଖରେ ଦିନ 1 ଟା ସମୟରେ ରାଜ୍ୟ ମାନବାଧିକାର ଆୟୋଗରେ ହଜାର ହେବା ପାଇଁ ସମନ କରାଯାଇଛି । ଆସନ୍ତା ହଜାର ହେବା ପାଇଁ ନିର୍ଦେଶ। ଟ୍ରାଫିକ ସମସ୍ୟାର ସମଧାନ ପାଇଁ ହଜାର ହେବା ପାଇଁ ନୋଟିସ କରାଯାଇଛି ଟ୍ରାଫିକ ଡିସିପି ସୋମ୍ୟ ମିଶ୍ରଙ୍କୁ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.