ETV Bharat / city

ବିସ୍ଥାପିତ ପରିବାରଙ୍କୁ ମାସେ ମଧ୍ୟରେ ରିପୋର୍ଟ ଦେବାକୁ OHRCଙ୍କ ନିର୍ଦ୍ଦେଶ - sundargargh displaced family

କୋଇଲା ଖଣି ବିସ୍ଥାପିତ ପରିବାରଙ୍କ ଧାରଣା। ଉଚିତ ହକ ପାଇଁ କରୁଛନ୍ତି ଲଢେଇ। ସୁନ୍ଦରଗଡ ଜିଲ୍ଲାର ଜିଲ୍ଲାପାଳଙ୍କୁ ମାନବାଧିକାର କମିଶନ ଆସନ୍ତା ଏକ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଧିକ ପଢନ୍ତୁ...

ବିସ୍ଥାପିତ ପରିବାରଙ୍କୁ ମାସେ ମଧ୍ୟରେ ରିପୋର୍ଟ ଦେବାକୁ ଓଏଚଆରସିଙ୍କ ନିର୍ଦେଶ

author img

By

Published : Mar 21, 2021, 9:48 AM IST

ଭୁବନେଶ୍ବର: ବିସ୍ଥାପିତ ପରିବାରଙ୍କ ହକ ପାଇଁ ଜିଲ୍ଲାପାଳଙ୍କୁ ଏକ ମାସ ମଧ୍ୟରେ ରିପୋର୍ଟ ଦେବାକୁ ଓଏଚଆରସିଙ୍କ ନିର୍ଦ୍ଦେଶ। କୋଇଲା ଖଣି ବିସ୍ଥାପିତ ପରିବାରଙ୍କ ଧାରଣା। ଉଚିତ ହକ ପାଇଁ କରୁଛନ୍ତି ଲଢେଇ। ସୁନ୍ଦରଗଡ ଜିଲ୍ଲାର ଜିଲ୍ଲାପାଳଙ୍କୁ ମାନବାଧିକାର କମିଶନ ଆସନ୍ତା ଏକ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବିସ୍ଥାପିତ ପରିବାରଙ୍କୁ ମାସେ ମଧ୍ୟରେ ରିପୋର୍ଟ ଦେବାକୁ ଓଏଚଆରସିଙ୍କ ନିର୍ଦେଶ
ବିସ୍ଥାପିତ ପରିବାରଙ୍କୁ ମାସେ ମଧ୍ୟରେ ରିପୋର୍ଟ ଦେବାକୁ ଓଏଚଆରସିଙ୍କ ନିର୍ଦେଶ

ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକର ଦୁଳୁଙ୍ଗା କୋଇଲା ଖଣିର ବିସ୍ଥାପିତ ପରିବାର। ବିବାହିତ ଝିଅ ମାନଙ୍କୁ NTPC ଓ ଜିଲ୍ଲା ପ୍ରଶାସନ ଉପଯୁକ୍ତ 2013 ମସିହା ଥଇଥାନ ଆଇନି ସମ୍ମତ ହକ ଦେବାକୁ ମନା କରିଦେବା ପରେ 32 ଜଣ ବିବାହିତ ଝିଅ ଦୀର୍ଘ ଦିନ ଧରି ଧାରଣାରେ ବସିଛନ୍ତି।

2015 ମସିହାରେ ଜିଲ୍ଳା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କରାଯାଇ ମାମଲାକୁ ଗମ୍ଭୀର କରାଯାଇଥିବା ଲିଖତ ଦସ୍ତାବିଜ ରେ ହକ ପାଇବାକୁ ସେମାନଙ୍କ ନାମ ଥିବାବେଳେ ଚଞ୍ଚକତା କରି 2019 ରେ ସେମାନଙ୍କ ନାଁ ଦିଆଯାଇଛି।

ମାନବାଧିକାର କର୍ମୀ ପ୍ରଦୀପ୍ତ ନାୟକଙ୍କ ଦ୍ୱାରା ପରିଚାଳିତ ହେଉଥିବା ଏହି ମାମଲାକୁ ମାନ୍ୟବର କମିଶନ ଏକ ଫିଟ ଜରୁରୀ ମାମଲା ଭାବରେ ବିଚାର ପାଇଁ ଗ୍ରହଣ କରିଛନ୍ତି । ଏନେଇ ଆସନ୍ତା ଏପ୍ରିଲ ମାସ 20 ତାରିଖ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ଜିଲ୍ଲାପାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.