ETV Bharat / city

ରାସ୍ତା ଅବରୋଧକୁ ନେଇ ଓଏଚଆରସିର ରିପୋର୍ଟ ତଲବ - OHRC notice to police DG

ବେଆଇନ ଗାର୍ଡି ପାର୍କିଂ ଓ ରାସ୍ତା ଅବରୋଧକୁ ରାଜ୍ୟ ମାନବାଧିକାର କମିଶନର ଗୁରୁତର ସହ ନେଇଛନ୍ତି । ଅକ୍ଟୋବର 21ରେ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ଗୃହ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ନୋଟିସ ଜାରି କରିଛନ୍ତି ।

ଫାଇଲ ଫଟୋ
author img

By

Published : Oct 2, 2019, 10:28 AM IST

ଭୁବନେଶ୍ବର: ବେଆଇନ ଗାଡି ପାର୍କିଂ ଓ ରାସ୍ତା ଅବରୋଧକୁ ନେଇ ରାଜ୍ୟ ଗୃହ ସଚିବ ଓ ଅତିରିକ୍ତ ପୋଲିସ ନିର୍ଦ୍ଦେଶକଙ୍କୁ ନୋଟିସ ଜାରି କରିଛନ୍ତି ରାଜ୍ୟ ମାନବାଧିକାର କମିଶନ । ବିଭିନ୍ନ ସମୟରେ କଟକ ଏବଂ ଭୁବନେଶ୍ବରରେ ହେଉଥିବା ରାଜରାସ୍ତା ଅବରୋଧକୁ ଗୁରୁତର ସହ ନେଇଛନ୍ତି କମିଶନ ।

Notice
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କଟକ-ଭୁବନେଶ୍ବର ମଧ୍ୟରେ ଥିବା ପ୍ରତାପ ନଗରୀ ଅଞ୍ଚଳରେ ପ୍ରାୟତଃ ରାସ୍ତା ଜାମ ରହୁଛି । ବିଭିନ୍ନ ସମୟରେ ଲୋକେ ବେଆଇନ ଭାବେ ପାର୍କିଂ କରିବା ଯୋଗୁଁ ଦୀର୍ଘ ସମୟ ଧରି ଗାଡି ଅଟକି ରହୁଛି । ଆଉ ଏହାର ସୁଯୋଗ ନେଇ ଅପରାଧି ଫାଇଦା ଉଠାଉଛନ୍ତି । ଏପରିକି ଅନେକ ସ୍ଥାନରେ ଭଙ୍ଗାରୁଜା ମଧ୍ୟ କରୁଛନ୍ତି । ଯାହା ଦ୍ବାରା ସାଧାରଣ ଲୋକେ ଆକ୍ରମଣର ଶିକାର ହେଉଥିବା ଘଟଣା ସାମ୍ନାକୁ ଆସୁଛି । ଏନେଇ ଆସନ୍ତା ଅକ୍ଟୋବର ୨୧ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ଗୃହ ସଚିବ ଓ ଡିଜିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ରାସ୍ତା ଅବରୋଧକୁ ନେଇ ଓଏଚଆରସି ର ରିପୋର୍ଟ ତଲବ।

ବିଭିନ୍ନ ସମୟରେ କଟକ ଭୁବନେଶ୍ୱର ରାଜରାସ୍ତା ଅବରୋଧ ହେଉଛି। ବିଭିନ୍ନ କାରଣ ପାଇଁ ବେଆଇନ ଭାବରେ ଗାଡି ପର୍କିଙ୍ଗ ଓ ବିଭିନ୍ନ ଛୋଟ ବଡ ଜରଣ ପାଇଁ ରାସ୍ତା ଅବରୋଧ ହେଉଛି। ଏନେଇ ରାଜ୍ୟ ମାନବାଧିକାର କମିଶନ ଗୃହ ସଚିବ ଓ ଅତିରିକ୍ତ ପୋଲିସ ମହାନିର୍ଦେଶକ ଙ୍କୁ ନୋଟିସ ଜରିକରିଛନ୍ତି।

Body:

କଟକ ଭୁବନେଶ୍ୱର ମଧ୍ୟରେ ଥିବା ପ୍ରତାପ ନଗରୀ ଅଂଚଳରେ କୌଣସି କାରଣ ପାଇଁ ରାସ୍ତା ଅବରୋଧ ହେଉଥିଲା। ଯାହା ଫଳରେ ଦୀର୍ଘ ସମୟ ଧରି ସହ ସହ ଗାଡି ଅଟକି ରହିଥିଲା। ଅପରାଧିମାନେ ଅପରାଧ ଭାବି ଅନେକ ସ୍ଥାନରେ ଭଙ୍ଗା ରୁଜା କରିଥାନ୍ତି । କେତେକାଂଶ ରେ ଲୋକମାନେ ମଧ୍ୟ ଆକ୍ରମଣର ସିକାର ହୋଇଥାନ୍ତି। ତେବେ ରାସ୍ତା ଅBଆରୋଧକୁ ଗୁରୁତ୍ୱ ସହ ନେଇଛି ମନାବାଧିକାର କମିଶନ। ଏହି ରାସ୍ତା ଅବରୋଧ ଉପରେ ଆସନ୍ତା ଅକ୍ଟୋବର ୨୧ ତାରିଖ ସୁଦ୍ଧା ଏନେଇ ଗୃହ ସଚିବ ଓ ଡିଜିପିଙ୍କୁ ରିପୋର୍ଟ ଦେବା ପାଇଁ ନିର୍ଦେଶ ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.