ETV Bharat / city

11ରୁ ଭିଜିବ ଉତ୍ତର ଓଡିଶା - ଲଗୁଚାପ ସୃଷ୍ଟି

ବଙ୍ଗୋପସାଗରରେ ଲଗୁଚାପ ସୃଷ୍ଟି ହେଉଥିବାରୁ ଆଗାମୀ 11 ଜୁଲାଇରୁ ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Aug 9, 2019, 9:37 PM IST

ଭୁବନେଶ୍ବର: ଆସନ୍ତା 11ରୁ ପୁଣି ଭିଜିବ ଉତ୍ତର ଓଡିଶା । ଲଗୁଚାପ କାରଣରୁ ଉତ୍ତର ଓଡିଶାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଯାହାର ଆକଳନ କରିଛି ପାଣିପାଗ ବିଭାଗ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ବଙ୍ଗୋପସାଗରରେ ଲଗୁଚାପ ସୃଷ୍ଟି ହେଉଥିବାରୁ ଆଗାମୀ 11 ଜୁଲାଇରୁ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ବର୍ତ୍ତମାନ ରାଜ୍ୟରେ ସ୍ବଭାବିକ ଠାରୁ 9 ପ୍ରତିଶତ କମ ବର୍ଷା ହୋଇଥିବାବେଳେ ବାଲେଶ୍ବରରେ କେବଳ 40 ପ୍ରତିଶତରୁ କମ୍ ବର୍ଷା ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ଶତରୁପା ସାମନ୍ତରାୟ, ଇଟିଭି ଭାରତ

Intro:11 ରୁ ପୁଣି ଲଗୁଚାପ ଉତ୍ତର ଓଡିଶା କିଛି ଅଞ୍ଚଳ ରେ ହୋଇ ପାରେ Body:11 ରୁ ପୁଣି ଲଗୁଚାପ ଉତ୍ତର ଓଡିଶା କିଛି ଅଞ୍ଚଳ ରେ ହୋଇ ପାରେ ପ୍ରବଳ ବର୍ଷା।
ରାଜ୍ୟ ରେ ଆସନ୍ତା 11 ରୁ ପୁଣି ଲଗୁଚାପ ଜନିତ ବର୍ଷା ହୋଇ ପାରେ ଏହା ସହ ରାଜ୍ୟ ର ଉତ୍ତର ଭାଗ ରେ ପ୍ରବଳ ବର୍ଷା ହୋଇ ପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଉତ୍ତର ବଙ୍ଗପସାଗର ରେ ବର୍ତ୍ତମାନ ଏକ ଲଗୁଚାପ ସୃଷ୍ଟି ହେଉଛି ଯାହା ଫଳ ରେ ଆଗାମୀ 11 ଜୁଲାଇ ରୁ ବର୍ଷା ହୋଇ ପାରେ ବୋଲି ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ବର୍ତ୍ତମାନ ରାଜ୍ୟ ରେ ସ୍ବଭାବିକ ଠାରୁ 9 ପ୍ରତିଶତ କମ ବର୍ଷା ଥିବା ବେଳେ ବାଲେଶ୍ବର ରେ କେବଳ 40 ପ୍ରତିଶତ କମ ବର୍ଷା ରେକର୍ଡ ହୋଇଛି।
ବାଇଟ ହାବିବୁର ରେହେମାନ ବିଶ୍ୱାସ
ପାଣିପାଗ ବିଭାଗ ନିଦେଶକConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.