ETV Bharat / city

ଓଡିଆ ପୁଅ ପ୍ରମୋଦ ହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ - pk mishra takes charge

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ହେଲେ ଓଡିଆ ପୁଅ ପ୍ରମୋଦ କୁମାର ମିଶ୍ର । ନୃପେନ୍ଦ୍ର ମିଶ୍ରଙ୍କ ଅବସର ପରେ ପ୍ରମୋଦଙ୍କୁ ମିଳିଛି ଏହି ଦାୟିତ୍ବ ।

ଫାଇଲ ଫଟୋ
author img

By

Published : Sep 11, 2019, 1:59 PM IST

ଭୁବନେଶ୍ବର: ଓଡିଆ ପୁଅ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ । ଗୁଜୁରାଟ କ୍ୟାଡର ଆଇଏଏସ ପ୍ରମୋଦ କୁମାର ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ନୃପେନ୍ଦ୍ର ମିଶ୍ର ଅବସର ନେବା ପରେ ପ୍ରମୋଦଙ୍କୁ ମିଳିଛି ଏହି ଦାୟିତ୍ବ ।

pm
ଓଡିଆ ପୁଅ ପ୍ରମୋଦ ହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ପ୍ରମୋଦ ହେଉଛନ୍ତି 1972 ବ୍ୟାଚ ଗୁଜୁରାଟ କ୍ୟାଡର ଆଇପିଏସ । ତାଙ୍କ ଘର ସମ୍ବଲପୁରରେ । ସେ 2001ରୁ 2004 ମସିହା ପର୍ଯ୍ୟନ୍ତ ଗୁଜୁରାଟ ସରକାରଙ୍କ ସହ କାମ କରିସାରିଛନ୍ତି । ନିକଟରେ ବିପର୍ଯ୍ୟୟ ପରିଚାଳନା ପାଇଁ ସେ 2019 ମେ’ 17 ତାରିଖରେ ଜାତିସଂଘ ଦ୍ବାରା ପୁରସ୍କୃତ ହୋଇଥିଲେ ।

ତେବେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ନୃପେନ୍ଦ୍ର ମିଶ୍ର ଦାୟିତ୍ବରୁ ଅବସର ନେବା ପରେ ପ୍ରମୋଦଙ୍କୁ ଦାୟିତ୍ବ ମିଳିବା ନେଇ ଜୋରଦାର ଚର୍ଚ୍ଚା ହେଉଥିଲା । ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ପ୍ରମୋଦଙ୍କୁ ମିଳିଛି ଏହି ଗୁରୁଦାୟିତ୍ବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.