ETV Bharat / city

Odisha Corona Report: ଦିନକରେ ୧୦ ହଜାର ପାର ସଂକ୍ରମଣ, ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ - odisha reports more than 10 thousand covid case

ରାଜ୍ୟରେ ୧୦ ହଜାର ପାର କଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ପୁଣି ୧୦ ହଜାର ୫୯ କୋରୋନା ପଜିଟିଭ ଚିହ୍ନଟ ହେଇଛନ୍ତି । ଅଧିକ ପଢନ୍ତୁ

Odisha Corona Report: ୧୦ ହଜାର ପାର ସଂକ୍ରମଣ, ଦିନକରେ ୧୦,୦୫୯ ପଜିଟିଭ ଟିହ୍ନଟ

author img

By

Published : Jan 13, 2022, 9:28 AM IST

ଭୁବନେଶ୍ବର: ରାଜ୍ୟରେ କୋରୋନାର ବିସ୍ଫୋରକ ରୂପ । ୧୦ ହଜାର ପାର କଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ପୁଣି ୧୦ ହଜାର ୫୯ କୋରୋନା ପଜିଟିଭ ଚିହ୍ନଟ ହେଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୮୭୨ କିଶୋର କିଶୋରୀ ରହିଥିବା ବେଳେ ୫୮୩୩ କ୍ବାରେଣ୍ଟାଇନ ସେଣ୍ଟର ଓ ୪୨୨୬ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୧୮୮ଟି ମାମଲା ରହିଥିବା ବେଳେ ଅନୁଗୋଳରୁ ୪୬, ବାଲେଶ୍ବରରୁ ୨୭୮, ବରଗଡରୁ ୭୬, ଭଦ୍ରକରୁ ୧୩୮, ବଲାଙ୍ଗୀରରୁ ୨୧୬, ବୌଦ୍ଧରୁ ୧୫, କଟକରୁ ୮୭୦, ଦେବଗଡରୁ ୧୮, ଢେଙ୍କାନାଳରୁ ୫୦, ଗଜପତିରୁ ୮୨, ଗଞ୍ଜାମରୁ ୧୫୪, ଜଗତସିଂହପୁରରୁ ୧୪୨, ଯାଜପୁରରୁ ୨୧୨, ଝାରସୁଗୁଡାରୁ ୨୧୯, କଳାହାଣ୍ଡିରୁ ୧୨୩, କନ୍ଧମାଳରୁ ୩୬, କେନ୍ଦ୍ରାପଡାରୁ ୫୧, କେନ୍ଦୁଝରରୁ ୧୦୯, କୋରାପୁଟରୁ ୧୫୫, ମାଲକାନଗିରିରୁ ୧୭, ମୟୂରଭଞ୍ଜରୁ ୪୨୩, ନବରଙ୍ଗପୁରରୁ ୧୨୨, ନୟାଗଡରୁ ୧୦୨, ନୂଆପଡାରୁ୬୬, ପୁରୀରୁ ୨୭୨, ରାୟଗଡାରୁ ୧୩୧, ସମ୍ବଲପୁରରୁ ୫୭୦, ସୋନପୁରରୁ ୧୦୬, ସୁନ୍ଦରଗଡରୁ ୧୩୪୮ ଓ ଷ୍ଟେଟପୁଲରୁ ୭୨୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୦୧୬୦୬ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.